Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଓଡିଶା ଏଫସିରେ ଖେଳିବେ ଏହି ଖେଳାଳୀ

    Share on :
    ajab-Image
    Date: Nov 14, 2020    Views: 3579

    ଭୁବନେଶ୍ୱର : ଓଡ଼ିଶା ଏଫସି ଉପରେ ଏବେ ସମସ୍ତଙ୍କ ନଜର  । ଏସିଜିନରେ ଦଳ ବେଶ ଭଲ ପ୍ରଦର୍ଶନ କରିବ ବୋଲି ଓଡ଼ିଶାବାସୀ ଆଶାବାଦୀ  । ଅନେକ ଫୁଟବଲପ୍ରେମୀ ଟିମର ସଫଳତା କାମନା କରୁଛନ୍ତି  । ଆସନ୍ତୁ ଜାଣିବା ଏହି ଟିମରେ କିଏ ଖେଳିବେ ?

    ଗୋଲକିପର : ଆର୍ଶଦୀପ ସିଂହ, ଅଙ୍କିତ, ଆର୍ସ ବାନୱେଟ ଓ ଡୋରୋନସୋରୋ

    ଡିଫେଣ୍ଡର : ରାଣା, ଶୁଭମ, ଅମିତ, ସି ଡେଲଗାଡେ଼ା, ଗୌରବ ବୋରା, ଛୁଆନ୍ତିଆ, ସାଜିଦ, ନାରାୟଣ

    ମିଡ଼ ଫିଲଡ଼ର : ବିକ୍ରମଜିତ, ଦିଆ ଦିଆଗନେ, ଜିକୋ ଏଚ, ଜେରୀ, ଏମ ଟେବର, ପେରେଜ ଗାଇଡ଼ସ, ନନ୍ଧା, ରୋମିଓ, ବୀନିତ

    ଫରୱାଡର଼୍ : ଆରିଡ଼ାନେ ସାନ୍ତନା, ଡାନିଏଲ ଓ ମଙ୍ଗକୁ କୁକି

    ଏହି ଖେଳାଳୀଙ୍କ ଉପରେ ବିଶେଷ ନଜର
    ଆର୍ଶଦୀପ ସିଂହ, ଆରିଡ଼ାନେ ସାନ୍ତନା, ଜେରି ମାୱିମିନଙ୍ଗଥଙ୍ଗ, ମାଙ୍ଗକୁ କୁକି

    Maximum 500 characters

    ODISHA FC View all

    Find Us on Facebook