Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭୁବନେଶ୍ୱରରେ ଜଣକୁ ଉଠାଇନେଲା ଏନଆଇଏ

    Share on :
    ajab-Image
    Date: Oct 21, 2020    Views: 6075

    ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ଟିମ(ଏନଆଇଏ)ଜଣକୁ ଉଠାଇ ନେଇଥିବା ଜଣାଯାଇଛି ।  କୌଣସି ଏକ ଲିଙ୍କରେ ଏନଆଇଏ ଜଣକୁ  ଉଠାଇ ନେଇ ଖଣ୍ଡଗିରି ଥାନାରେ  ପଚରାଉଚୁରା କରୁଛି ।  ତେବେ ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ସମ୍ପୃକ୍ତ ବ୍ୟକ୍ତିକୁ ଉଠାଯାଇଥିବା କୁହାଯାଉଛି । ଏନଆଇଏ ସକାଳ ୭ଟାରୁ  ସମ୍ପୃକ୍ତ ବ୍ୟକ୍ତିକୁ ଜେରା କରୁଥିବା ଜଣାଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook