Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦମ୍ପତିଙ୍କ ଝୁଲନ୍ତା ମୃତଦେହ

    Share on :
    ajab-Image
    Date: Oct 14, 2020    Views: 6249

    କଣ୍ଟାବାଂଜି: ତୁରେଇକେଲା ଥାନା ଗଡ଼ିଆଯୋର ଗାଁ ପାଖ ଜଙ୍ଗଲରେ ଜଣେ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହକୁ  ଉଦ୍ଧାର କରାଯାଇଛି ।  ଗଛରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀ ଓ ସ୍ତ୍ରୀଙ୍କ  ମୃତଦେହ ଉଦ୍ଧାର କରାଯାଇଛି ।  ସ୍ତ୍ରୀର ପିନ୍ଧା ଲୁଗାଇ ଦୁଇ ପାଶ୍ୱର୍ରେ ୨ଟି ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ ।  ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ଛାନଭିନ କରୁଛି । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook