Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭିଜିଲାନ୍ସ ଜାଲରେ ହିନ୍ଦୀ ଶିକ୍ଷକ

    Share on :
    ajab-Image
    Date: Oct 14, 2020    Views: 6069

    ବ୍ରହ୍ମପୁର: ହାଇସ୍କୁଲ ହିନ୍ଦୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢଉ କରାଯାଇଛି । ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଦା ହାଇସ୍କୁଲ ଶିକ୍ଷକ ଭୁବନାନନ୍ଦ ସାହୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ  ପକ୍ଷରୁ ଭୁବନାନନ୍ଦ ସାହୁଙ୍କ ଘରେ ଚଢଉ କରାଯାଇଛି ।  ବ୍ରହ୍ମପୁର, ଭୁବନେଶ୍ୱର ସମେତ ୧୦ଟି ସ୍ଥାନରେ ଏକକାଳନୀ  ଚଢଉ କରାଯାଇଛି । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook