Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

ରାଧିକା ହେଲେ ଏଡ଼ିଜି

Date: Apr 8, 2016    Views: 276

ଭୁବନେଶ୍ୱର  : ରାଜ୍ୟ ସରକାର ଆଇପିଏସ୍‌ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି  । ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବି. ରାଧିକାଙ୍କୁ ପଦୋନ୍ନତି ଦିଆଯିବା ସହ ନୂଆ ଦାୟିତ୍ୱ ଦିଆଯାଇଛି  । ରାଧିକାଙ୍କୁ ରାଜ୍ୟ ସଶସ୍ତ୍ର ପୁଲିସ୍‌ (ଏସଏପି)ର ଏଡ଼ିଜି ଭାବେ ନିଯୁକ୍ତି ମିଳିଛି  । ଅପରପକ୍ଷରେ ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରାଜେଶ କୁମାରଙ୍କୁ ରାଜ୍ୟ କ୍ରାଇମ୍‌ ରେକର୍ଡ଼ସ ବୁ୍ୟରୋର ନୂତନ ନିଦେ୍ର୍ଦଶକ ଭାବେ ନିଯୁକ୍ତ କରାଯାଇଛି  । ଏହି ପଦବୀରେ ବି. ରାଧିକା କାର୍ଯ୍ୟ କରୁଥିଲେ  ।


    

Maximum 500 characters