Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

ଆଇପିଏସ୍ ସ୍ତରରେ ଅଦଳ ବଦଳ

Date: Nov 24, 2015    Views: 295

ଭୁବନେଶ୍ୱର,  : ବରିଷ୍ଠ ଆଇପିଏସ୍ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରାଯାଇଛି  । କ୍ରାଇମ୍ବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କୁ ବଦଳି କରାଯାଇ ଇଓଡବ୍ଲୁର ଆଇଜି ଭାବେ ନିଯୁକ୍ତି ଦିଆଯାଇଛି  । ସେହିପରି ବରିଷ୍ଠ ଆଇପିଏସ୍ ଅଫିସର ଅସିତ୍ ପାଣିଗ୍ରାହୀଙ୍କୁ ବଦଳି କରାଯାଇ କ୍ରାଇମ୍ବ୍ରାଂଚର ଆଇଜି ଭାବେ ଅବସ୍ଥାପିତ କରାଯାଇଛି  । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଆଇପିଏସ୍ ଅଫିସର ଘନଶ୍ୟାମ ଉପାଧ୍ୟାୟଙ୍କୁ  ପୂର୍ବାଚଂଳ ରେଞ୍ଜ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି  । ଏହି ମର୍ମରେ ଘରୋଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।


    

Maximum 500 characters