Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଖେଳରୁ କାଳ: ୩ ପିଲା ମୃତ

    Share on :
    ajab-Image
    Date: Feb 23, 2020    Views: 5199

    ପୋଲସରା: ଗଞ୍ଜାମ ପୋଲସରାରେ ପୋଡ଼ିଯାଇଥିବା ୪ ପିଲାଙ୍କ ମଧ୍ୟରୁ ୩ ଜଣଙ୍କ ମୃତୁ୍ୟ ହୋଇଛି ।  ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତୁ୍ୟ ହୋଇଛି ।  ମୃତକଙ୍କ ମଧ୍ୟରେ ୨ ଜଣ ପୁଅ ଓ ଜଣେ ଝିଅ ଥିବା ଜଣାଯାଇଛି ।  ଚିକିତ୍ସାଧୀନ ଥିବା ଅନ୍ୟ ଜଣେ ପୁଅର ଅବସ୍ଥା ସଙ୍କଟାପନ୍ନ  ଅଛି । ଖଇରଚଟା ଗ୍ରାମରେ ପାଳ ଗଦା କରି ଖେଳିବା ବେଳେ ସେମାନେ ପୋଡ଼ିଯାଇଥିଲେ । ଶିଶୁଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡିଯାଇ ଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook