Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

କଳା

ମୁଖ୍ୟ ଖବର

    ଶେଷ ମୁହୂର୍ତ୍ତରେ ବିବାହ ବାତିଲ କରିଥିଲେ ସଲମାନ୍

    Share on :
    ajab-Image
    Date: Oct 24, 2019    Views: 89

    ନୂଆଦିଲ୍ଲୀ : ଅଭିନେତା ସଲମାନ ଖାନ୍ ଙ୍କର ୧୯୯୯ ମସିହାରେ ବିବାହ ସ୍ଥିର ହୋଇଥିଲା । କିନ୍ତୁ ବିବାହ ତାରିଖର ୫-୬ ଦିନ ପୂର୍ବରୁ ସେ ତାଙ୍କ ବିବାହ ବାତିଲ କରିଦେଇଥିଲେ । ସଲମାନ ବାପାଙ୍କ ଜନ୍ମଦିନ ନଭେମ୍ବର ୧୮ ତାରିଖ ହୋଇଥିବାରୁ ସେ ଏହିଦିନ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବିବାହ ପାଇଁ ସବୁ କିଛି ସ୍ଥିର ହୋଇଥିଲା । ନିମନ୍ତ୍ରଣ କାର୍ଡ ମଧ୍ୟ ବଣ୍ଟା ସରିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସଲମାନ କହିଥିଲେ ଯେ ଏବେ ତାଙ୍କର ବିବାହ କରିବାର ମୁଡ୍ ନାହିଁ । ବରିଷ୍ଟ ପ୍ରଯୋଜକ ତଥା ସଲମାନଙ୍କ ଦୀର୍ଘ ଦିନର ସହଯୋଗୀ ସାଜିଦ ନଦିଆଡୱାଲା କପିଲ ଶର୍ମା ସୋରେ ଏକଥା ପ୍ରକାଶ କରିଛନ୍ତି । ତେବେ ସଲମାନଙ୍କର କାହା ସହ ବିବାହ ସ୍ଥିର ହୋଇଥିଲା ସେ କଥା ସାଜିଦ କହିନଥିଲେ ମଧ୍ୟ ସଲମାନ ପୂର୍ବରୁ କହିଥିଲେ ଯେ ସଙ୍ଗୀତା ବିଜଲାନୀଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା ।c

    Maximum 500 characters

    କଳା View all

    Find Us on Facebook