Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଅର୍ଥନୀତି

ମୁଖ୍ୟ ଖବର

    ଜିଓ ପକ୍ଷରୁ ଧମାକାଦାର ଜିଓ 'ଅଲ-ଇନ-ୱାନ' ପ୍ଲାନ ସମୂହ ଘୋଷଣା

    Share on :
    ajab-Image
    Date: Oct 23, 2019    Views: 83

     

    ଗୋଟିଏ ପ୍ଲାନରେ ସମସ୍ତ ସେବା ସହ ଅନଲିମିଟେଡ଼ ପ୍ଲାନ ସମୂହ!

    ମୂଲ୍ୟରେ ସରଳତା ବଜାୟ ରହି ୨୨୨ ଟଙ୍କା୩୩୩ ଟଙ୍କା  ୪୪୪ ଟଙ୍କାର ପ୍ଲାନ ସମୂହ ଘୋଷଣା

    ଅଧିକ ଡାଟାଅଧିକ ଭଏସଅଧିକ ସେବା!

    ଅଗ୍ରଣୀ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଆଜି ଜିଓ 'ଅଲ-ଇନ-ୱାନପ୍ଲାନ ସମୂହର ଶୁଭାରମ୍ଭ କରାଯାଇଛି | ସମସ୍ତ ପ୍ଲାନକୁ ସରଳ  ସହଜ ରଖୁଥିବା ଜିଓର ଏହି ନୂଆ 'ଅଲ-ଇନ-ୱାନପ୍ଲାନ ସମୂହର ମୂଲ୍ୟ ରହିଛି ୨୨୨ ଟଙ୍କା୩୩୩ ଟଙ୍କା  ୪୪୪ ଟଙ୍କା | ଅତୁଳନୀୟ ଭାଲ୍ୟୁ ପ୍ରଦାନ କରୁଥିବା ଏହି ସବୁ ପ୍ରିପେଡ଼ ପ୍ଲାନରେ ଅନଲିମିଟେଡ଼ ଭଏସଏସଏମଏସଆପ୍ସ ଏବଂ୧୦୦୦ ମିନିଟ ଅଫନେଟ ଆଇୟୁସି ମିନଟ ସହିତ ପ୍ରତିଦିନ  ଜିବି ଡାଟା ଉପଲବ୍ଧ ହେଉଛି |  ୨୨୨ ଟଙ୍କା ମୂଲ୍ୟର 'ଅଲ-ଇନ-ୱାନପ୍ଲାନରେ ଏକ ମାସ ପାଇଁ ଏହି ସବୁ ସୁବିଧା ମିଳୁଥିବା ବେଳେ ଦୁଇ ମାସ ଅବଧି ପ୍ଲାନ  ମୂଲ୍ୟ ୩୩୩ ଟଙ୍କା  ତିନିମାସ ଅବଧିର ପ୍ଲାନର ମୂଲ୍ୟ ୪୪୪ ଟଙ୍କା ରହିଛି | ଜିଓର ଏହି ନୂଆ ପ୍ଲାନ ଗୁଡିକ ବଜାରରେ ସବୁଠାରୁ ସୁଲଭମୂଲ୍ୟରେ ଉପଲବ୍ଧ ରହିଥିବା ବେଳେ ଅନ୍ୟ ପ୍ରତିଦ୍ବନ୍ଦୀ କମ୍ପାନୀମାନଙ୍କର ଏହିଭଳି ପ୍ଲାନଠାରୁ ୨୦ ପ୍ରତିଶତ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା ରହିଛି | ଏଥିସହିତ ବେସ ପ୍ଲାନ ଉପରେ ମାତ୍ର ୧୧୧ ଟଙ୍କା ଅତିରିକ୍ତ ଦେୟ ଉପରେ ସମସ୍ତ ସେବା ଅତିରିକ୍ତ ଏକ ମାସ ପାଇଁ ପରିବର୍ଦ୍ଧିତ ହୋଇପାରିବ ବୋଲି କୁହାଯାଇଛି  |

    ଜିଓର ବର୍ତମାନର ପ୍ରଚଳିତ ପ୍ଲାନ ଗୁଡିକ ତୁଳନାରେ ଏହି ନୂତନ 'ଅଲ-ଇନ-ୱାନପ୍ଲାନସମୂହରେ ଗ୍ରାହକମାନଙ୍କ ପାଇଁ ଅନେକ ପ୍ରକାରର ଲାଭ ରହିଛି |

    ଜିଓ  ବର୍ତମାନ ପ୍ରଚଳିତ ଦୈନିକ . ଜିବି ପ୍ଲାନ ତୁଳନାରେ ଉପଭୋକ୍ତାଙ୍କ ପାଇଁ ନୂଆ ପ୍ଲାନଗୁଡିକରେ ମିଳିବ ଏକ ଟଙ୍କା ପ୍ରତି ଜିବି ଦରରେ ଅତିରିକ୍ତ ଜିବି ଡାଟା ଏବଂ ମାଗଣା ଅତିରିକ୍ତ ୧୦୦୦ ମିନିଟ ଅଫନେଟ ଆଇୟୁସି ମିନଟଯାହା ଅଲଗା କିଣିଥିଲେ ଉପଭୋକ୍ତାଙ୍କୁ ୮୦ ଟଙ୍କା ଦେୟ ପଡିଥାନ୍ତା | ଉଦାହରଣ ସ୍ୱରୂପବର୍ତମାନର ୩୯୯ ଟଙ୍କା (ତିନିମାସିଆପ୍ଲାନ ତୁଳନାରେ ଏହି ନୂଆ ପ୍ଲାନରେ ଗ୍ରାହକଙ୍କୁ ଅତିରକ୍ତ ୪୨ ଜିବି ଡାଟା ପାଇଁ ୪୫ ଟଙ୍କା ଦେବାକୁ ପଡିଥାଏଯାହା ପ୍ରାୟ ଜିବି ପ୍ରତି ଏକ ଟଙ୍କା ମୂଲ୍ୟରେ ଉପଲବ୍ଧ |

    ସେହିଭଳି ଜିଓ  ବର୍ତମାନ ପ୍ରଚଳିତ ଦୈନିକ  ଜିବି ପ୍ଲାନ ସହ ତୁଳନାରେ ତିନିମାସ ଅବଧିର ଦୈନିକ  ଜିବି ପ୍ୟାକ ଏବେ ୪୪୮ ଟଙ୍କା ବଦଳରେ ୪୪୪ ଟଙ୍କାରେ ମିଳିବ ଏବଂ ଏଥି ସହିତ ମିଳିବ ମାଗଣା ଅତିରିକ୍ତ ୧୦୦୦ ମିନିଟ ଅଫନେଟ ଆଇୟୁସି ମିନଟଯାହା ଅଲଗା କିଣିଥିଲେ ଉପଭୋକ୍ତାଙ୍କୁ ୮୦ ଟଙ୍କା ଦେୟ ପଡିଥାନ୍ତା |

    ସେହିଭଳି ଦୁଇ ମାସ ଅବଧିର ନୂଆ ପ୍ଲାନ ଏବେ ମାତ୍ର ୩୩୩ ଟଙ୍କାରେ ଉପଲବ୍ଧ ହେବଯାହା ପୁରୁଣା ଦର ଅନୁସାରେ ୩୯୬ ଟଙ୍କା (୧୯୮xପଡିଥାନ୍ତା |

    Maximum 500 characters

    ଅର୍ଥନୀତି View all

    Find Us on Facebook