Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଅଜବ

ମୁଖ୍ୟ ଖବର

    ଚାଲିବା ବେଗରୁ ବୟସ ବୃଦ୍ଧିର ସଂକେତ

    Share on :
    ajab-Image
    Date: Oct 16, 2019    Views: 157

    ଆପଣଙ୍କ ଚାଲିବା ବେଗରୁ ଡିମେନସିଆ ଭଳି ପ୍ରାଣଘାତକ ରୋଗର ଲକ୍ଷଣ ଦକ୍ଷିଣ ପୂର୍ବରୁ ଅନୁମାନ କରାଯାଇପାରିବ ବୋଲି ଏକ ସଦ୍ୟ ଅଧ୍ୟୟନ ପ୍ରସ୍ତାବ ଦେଇଛି । ମନ୍ଥର ଗତିରେ ଚାଲୁଥିବା ୪୫ ବର୍ଷୀୟ ବ୍ୟକ୍ତିଙ୍କ ମସ୍ତିଷ୍କ ଓ ଶରୀର ସେହି ବୟସର ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଅଧିକ ବୟସ୍କ ହୋଇଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି । ସେମାନଙ୍କ ଫୁସଫୁସ, ଦାନ୍ତ ଓ ରୋଗ ପ୍ରତିରୋଧକ ଶକ୍ତ ମଧ୍ୟ ଦ୍ରୁତ ଚାଲୁଥିବା ବ୍ୟକ୍ତିଙ୍କ ତୁଳନାରେ ଖରାପ ଦିଗକୁ ଗତି କରିଥିଲା । ଏହି ତଥ୍ୟ ଅଲଝିମର୍ସ ଓ ଅନ୍ୟ ପ୍ରାଣଘାତକ ରୋଗ ସମ୍ପର୍କରେ ଶୈଶବରୁ ସୂଚନା ପ୍ରଦାନ କରିବାରେ ସହାୟକ ହୋଇପାରିବ ବୋଲି ଡୁ୍ୟକ୍ ୟୁନିଭର୍ସିଟିର ମୁଖ୍ୟ ଲେଖକ ଡ.ଲାଇନ ରାସମୁସେନ କହିଛନ୍ତି । ମନ୍ଥର ଗତିରେ ଚାଲୁଥିବା ବ୍ୟକ୍ତି ଶୈଶବରେ ଅର୍ଥାତ ୩ ବର୍ଷ ବୟସରେ ମାନସିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି ।

    Maximum 500 characters

    ଅଜବ View all

    Find Us on Facebook