Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୫-ଟି ନେଇ ଏମିତି କହିଲେ ଅପରାଜିତା

    Share on :
    ajab-Image
    Date: Oct 15, 2019    Views: 981

    ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବର୍ତ୍ତମାନ ବହୁ ସଚିବ ବିଭିନ୍ନ ସ୍ଥାନକୁ  ଗସ୍ତ କରୁଛନ୍ତି । ଲୋକମାନଙ୍କୁ ଠିକଭାବେ ସରକାରୀ ସେବା ମିଳୁଛି କି ନାହିଁ ତାହାର ତଦାରଖ କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ‘ ମୋ ସରକାର’ କାର୍ଯ୍ୟକ୍ରମକୁ  ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସମାଲୋଚନା କରିଛନ୍ତି ।   ୫-ଟିର କାର୍ଯ୍ୟକାରିତାକୁ ସମାଲୋଚନା କରି ଅପରାଜିତା ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟା ରଖି ଦୀର୍ଘ  ୨୦ ବର୍ଷ ଶାସନ ପରେ ସରକାରଙ୍କର ୫-ଟି କଥା ମନେପଡ଼ିଲା  କି ବୋଲି ସେ ପ୍ରଶ୍ନ କରିଛନ୍ତି ।

    ହସ୍ପିଟାଲ, ସ୍କୁଲ କାମ ତଦାରଖ ସରକାର ଓ ଅଫିସରଙ୍କ ଦାୟିତ୍ୱ ଏଥିରେ କୌଣସି ବଡ଼ କଥା ନୁହେଁ ।  ମୁଁ ବି ସଚିବ ଥିଲି, ଲୋକଙ୍କ କଥା ବୁଝିବା ସଚିବଙ୍କ କାମ । ଏହା ସହ କ୍ୟାପିଟାଲ ହସ୍ପିଟାଲରେ ଗର୍ଭବତୀଙ୍କୁ ଶଯ୍ୟା ନ ମିଳିବା ଘଟଣା ଅତି ଦୁଃଖଦ ବୋଲି ସେ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook