Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ସୁନା ଏଟିଏମ୍ କାର୍ଡ

    Share on :
    ajab-Image
    Date: Oct 15, 2019    Views: 43

    ବି୍ରଟେନ୍ କମ୍ପାନୀ ‘ଦ ରୟାଲ ମିଣ୍ଟ’ ର ସିଇଓ ଆନ୍ନା ଜୋସୋପ ୧୮ କ୍ୟାରେଟ୍ ବିଶିଷ୍ଟ ସୁନାର ଏଟିଏମ୍ କାର୍ଡ ପ୍ରଦର୍ଶନ କରିଛନ୍ତି । ଯାହାର ନାମ ‘ରାରିସ୍’ । ଏହାର ମୂଲ୍ୟ ୧୮୭୫୦ ୟୁୟୋ ବା ୧୬ ଲକ୍ଷ ୭୮୫ ହଜାର ଭାରତୀୟ ଟଙ୍କା ରହିଛି । ଏହା ବିଶ୍ୱର ପ୍ରଥମ ସୁନା ଏଟିଏମ୍ କାର୍ଡ । କାର୍ଡର ବିଶେଷତ୍ୱ ହେଉଛି ଏଥିରେ ଟ୍ରାଞ୍ଜକ୍ସନ ଫିସ ଓ ଫରେନ୍ ଏକ୍ସଚେଞ୍ଜ ଫିସ୍ ଲାଗିବ ନାହିଁ । ଏହା ଏକ ମାଷ୍ଟର କାର୍ଡ । ଏହି ସବୁ କାରଣରୁ ଏହାକୁ ଲଗଜୁରୀ ପେମେଣ୍ଟ କାର୍ଟର ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । କମ୍ପାନୀ ଖବର ଅନୁସାରେ, ଏହି କାର୍ଡ ନିର୍ଦ୍ଧିଷ୍ଟ ଗ୍ରାହକଙ୍କୁ ହିଁ ଦିଆଯିବ ।

    Maximum 500 characters

    ଅଜବ View all

    Find Us on Facebook