ଦଶହରା ଛୁଟି ପରେ ହେବ କି ଛାତ୍ର ସଂସଦ ନିର୍ବାଚନ ?

ଭୁବନେଶ୍ୱର : ଅକ୍ଟୋବର ୧୧ରେ ହୋଇଥା’ନ୍ତା ଛାତ୍ର ସଂସଦ ନିର୍ବାଚନ  । ପ୍ରାର୍ଥୀମାନେ ଦିନ ରାତି ମେହନତ କରିଥିଲେ  । କିଏ ହେବ ସେମାନଙ୍କ ଛାତ୍ର ନେତା ? କାହାକୁ ଦେବେ ଭୋଟ ? ଛାତ୍ରଛାତ୍ରୀମାନେ ତାହା ବି ସ୍ଥିର କରିସାରିଥିଲେ  । ହେଲେ ସବୁ କିଛି ବେଙ୍ଗା ...