କାହିଁକି ଅନୁପସ୍ଥିତ ରହିଲେ ରଞ୍ଜୀବ

ଭୁବନେଶ୍ୱର: ରାଜ୍ୟସଭାରେ ଟ୍ରିପଲ ତଲାକ ବିଲ ପାସ ହେବା ପ୍ରସଙ୍ଗକୁ ନେଇ ଏବେ ରାଜନୈତିକ ମହଲରେ ଯେତିକି  ଚର୍ଚ୍ଚା ହେଉନାହିଁ ତାଠାରୁ ଅଧିକ ଚର୍ଚ୍ଚା ଏବେ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ନେଇ । ଗୃହରେ ଶ୍ରୀ ବିଶ୍ୱାଳଙ୍କ ଅନୁପସ୍ଥିିତି ନେଇ  ଚର୍ଚ୍ଚା ଜୋର ...