ମୁଖ୍ୟ ଖବର
ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଏସ ୟେଦୁରପ୍ପାଙ୍କ ଦ୍ୱାରା ବିଜେପି ସରକାର ଗଠନ ହେବାର ୧୯ ଦିନ ବିତି ଯାଇଥିଲେ ବି ଏଯାବତ୍ ମନ୍ତ୍ରିମଣ୍ଡଳ ଗଠନ ହୋଇପାରିନାହିଁ । ରାଜ୍ୟରେ ମନ୍ତ୍ରିମଣ୍ଡଳର ଅନୁପସ୍ଥିତି ନେଇ କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲା ନିରବ ଥିବାରୁ କଂଗ୍ରେସ ଏନେଇ ପ୍ରଶ୍ନ ଉଠାଇଛି । ରାଜ୍ୟପାଳ ଉକ୍ତ ମାମଲାରେ ହସ୍ତକ୍ଷେପ କରିବାକୁ କଂଗ୍ରେସ ଦାବି କରିଛି । ଅପରପକ୍ଷରେ ଆସନ୍ତା ୧୬ ତାରିଖରେ କ୍ୟାବିନେଟ୍ ସମ୍ପ୍ରସାରଣ ହେବ ବୋଲି ୟେଦୁରପ୍ପା କହିଛନ୍ତି ।
Comments ସମସ୍ତ ମତାମତ 0