Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସିକିମରେ ଫୁଟିଲା ଫୁଲ

    Share on :
    Date: Aug 13, 2019    Views: 281

    ସିକିମ:  ବିଜେପିରେ ମିଶିଲେ ସିକିମ ଡେମୋକ୍ରାଟିକ ଫ୍ରଣ୍ଟର ୧୦ ବିଧାୟକ ।  ଏନେଇ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ପୃକ୍ତ ୧୦ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସମ୍ପୃକ୍ତ ବିଧାୟକମାନେ ବିଜେପିରେ ସାମିଲ ହୋଇଛନ୍ତି ।  ୩୨ ଆସନ ବିଶିଷ୍ଟ ସିକିମ ଡେମୋକ୍ରାଟିକ ଫ୍ରଣ୍ଟର ୧୫ ବିଧାୟକ ଥିଲେ ।  ଚଳିତ ୨୦୧୯ ନିର୍ବାଚନରେ ବିଜେପି ଗୋଟିଏ ବି ସିଟ ଜିତି ପାରିନଥିଲା ।  ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା ସର୍ବାଧିକ ୧୭ଟି ଆସନ ଲାଭ କରିଥିଲା । 

    Read more

    ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ଅସମ୍ମାନିତ କରିଥିବା ବିଜେଡି ନେତା କେବେ ଗିରଫ ହେବେ ?

     ଜଣେ ମହିଳା ଜନ ପ୍ରତିନିଧିଙ୍କ ପ୍ରତି କିପରି ସମ୍ମାନ ଦିଆଯାଏ ତାହା ଶିଖିନି ବିଜୁ ଜନତା ଦଳ

     ଜଣେ କେନ୍ଦ୍ର ମନ୍ତ୍ରୀ ଓ ୨ ଜଣ ସାଂସଦ ବୈଠକରେ ଥିବା ବେଳେ ବିଶୃଙ୍ଖଳା ହେଉଥିଲା ଓ ପୋଲିସ ଚୁପଚାପ ଦେଖୁଥିଲେ

     ସାଧାରଣ ଲୋକମାନେ ଦୁଃଖ ଦୁର୍ଦ୍ଧଶାରେ, ଶାସକ ଦଳ ...

    Read more

    ଅସହିଷ୍ଣୁ ହେଉଛନ୍ତି ପ୍ରତିପକ୍ଷ: ବିଜେପି

    ଭୁବନେଶ୍ୱର: ବଲାଙ୍ଗୀରରେ ବନ୍ୟା ସମୀକ୍ଷା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଶୋଭନୀୟ ଆଚରଣ ପ୍ରସଙ୍ଗକୁ ନେଇ ବିଜେପି ସୋମବାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।  ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ...

    Read more

    କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ଠେଲାପେଲା

    ବଲାଙ୍ଗୀର: ସାଂସଦ ସଂଗୀତା ସିଂହଦେଓ-ଲଳିତ ନାୟକଙ୍କ ଗୋଷ୍ଠୀ ମଧ୍ୟରେ ଶନିବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା ସମୀକ୍ଷା ବୈଠକ ବାହାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବୈଠକରୁ ସଂଗୀତା ...

    Maximum 500 characters

    ରାଜନୀତି View all

    Find Us on Facebook