Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ତାଜା ଖବର

ମୁଖ୍ୟ ଖବର

    ବାତିଲ ହେଲା କେଉଁ ଟ୍ରେନ, ଜାଣନ୍ତୁ

    Share on :
    ajab-Image
    Date: Aug 13, 2019    Views: 199

    ଭୁବନେଶ୍ୱର:  ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ  ଜନଜୀବନ ଯେତିକି ବାଧାପ୍ରାପ୍ତ ହୋଇଛି, ରେଳ ଚଳାଚଳ ମଧ୍ୟ ସେତିକି ବ୍ୟାହତ ହୋଇଛି ।  ଅଧିକାଂଶ ସ୍ଥାନରେ ରେଳ ଟ୍ରାକରେ ପାଣି ଜମି ରହିଛି । ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବହୁ ଟ୍ରେନକୁ ବାତିଲ କରାଯାଇଛି । 
    ୧- ଆଜିର ରାଉରକେଲା-ଜଗଦଲପୁର ଏକ୍ସପ୍ରେସକୁ ବାତିଲ କରାଯାଇଛି ।
    ୨- ଆସନ୍ତାକାଲିର ରାଉରକେଲା-ଜଗଦଲପୁର ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି ।
    ୩- ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ଟ୍ରାକରେ ପାଣି ଚାଲିବାରୁ ଏହି ଟ୍ରେନ ବାତିଲ କରାଯାଇଛି ।
    ୪- ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ବରପାଲିରୁ ରାୟଗଡ଼ା ପର୍ଯ୍ୟନ୍ତ ବାତିଲ କରାଯାଇଛି ।
    ୫- ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟରସିଟି ସମ୍ବଲପୁରରୁ ବଲାଙ୍ଗିର ପର୍ଯ୍ୟନ୍ତ ବାତିଲ କରାଯାଇଛି ।
    ୬- ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ସମ୍ବଲପୁରରୁ ଟିଟିଲାଗଡ଼ ଯାଏଁ ବାତିଲ କରାଯାଇଛି । 
    ୭- ହାୱାଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସକୁ ସମ୍ବଲପୁର ଯାଏଁ ଚାଲିବ । 
    ୮-ଜଗଦଲପୁର-ହାୱଡ଼ା ରାୟଗଡ଼ା ଯାଏ ଆସି ସେହିଠାରୁ ଫେରିଯିବ ।
    ୯- ସମଲେଶ୍ୱରୀ ଏକ୍ସପ୍ରେସ ରାୟଗଡ଼ାରୁ ସମ୍ବଲପୁର ଯାଏଁ ବାତିଲ ।
    ଟ୍ରେନ ବାତିଲ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ପ୍ରକାଶ ପାଇଛି । 

     

    Maximum 500 characters

    ତାଜା ଖବର View all

    Find Us on Facebook