Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଗଞ୍ଜେଇ ଜବତ, ୨ଗିରଫ

    Share on :
    Date: Aug 13, 2019    Views: 49

    କନ୍ଧମାଳ: ଆଜି ପୁଣି କନ୍ଧମାଳରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । କନ୍ଧମାଳ ଜିଲ୍ଲା ତିରିଙ୍ଗିଆ ମୁସେଲପାଙ୍ଗା ନିକଟରେ ଗଞ୍ଜେଇ ଚାଲାଣ ବେଳେ ଆଜି କୈାଣସି ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ସେଠାରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ବୋଲେରୋ ପୋଲିସ ଜବତ କରିଛି । ଏହା ସହ ଏହି ଗଞ୍ଜେଇ ଚୋରାଚାଲାଣ କାର୍ୟ୍ୟରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହି ଗଞ୍ଜେଇ ଚୋରାଚାଲାଣ ଲିଙ୍କ କେତେ ଦୂର ରହିଛି ଓ ଅନ୍ୟ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ କରୁଛି ପୋଲିସ । 

    Read more

    ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ

    ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରୁ ରାଜଧାନୀ ଭୁବନେଶ୍ଵର ଦେଇ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଏହାର ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗ। ବିଭାଗ ପକ୍ଷରୁ ଖଣ୍ଡଗିରିର କୋଳଥିଆ ନିକଟ ଏକ ଡୁପ୍ଲେକ୍ସରେ ଚଢ଼ାଉ କରାଯିବା ପରେ ସେଠାରୁ ୧୦ କୁଇଣ୍ଟାଲ ଗଞ୍ଜେଇ ...

    Read more

    ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ୪ ଗିରଫ

    ଗୁଣୁପୁର: ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ଏବେ ଚାଲାଣକାରୀମାନେ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । କେତେବେଳେ ଆମ୍ବୁଲାନ୍ସ ତ କେତେବେଳେ କାର ସିଟ ତଳେ ଲୁଚାଇ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି । କିନ୍ତୁ ଆଜି ଏହାଠୁ ବଳିଯାଇଛନ୍ତି ସେମାନେ । ଗଞ୍ଜେଇ ଚୋରା ଚାଲାଣ ...

    Read more

    ୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

    ମୋହନା: ଅଡ଼ବା ଥାନା ରେଣ୍ଡୁ ଗ୍ରାମ ନିକଟରୁ ପୁଲିସ ଗଞ୍ଜେଇ ଜବତ କରିଛି । ପୁଲିସ ୮୨କେଜି  ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ବ୍ୟବସାୟୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି ...

    Maximum 500 characters

    ଆଂଚଳିକ View all

    Find Us on Facebook