Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    “ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ରେ ନଜର ଆସିଲେ ମୋଦୀ

    Share on :
    Date: Aug 13, 2019    Views: 69

    ନୂଆଦିଲ୍ଲୀ : ଡିସ୍‌କଭରି ଚ୍ୟାନେଲ୍‌ର ଲୋକପ୍ରିୟ ସୋ ”ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଜର ଆସିଛନ୍ତି। ଏହା ସୋମବାର ରାତି ୯ଟାରେ ପ୍ରସାରିତ ହୋଇଥିଲା। ଏହି କାର୍ୟ୍ୟକ୍ରମକୁ ପ୍ରସିଦ୍ଧ ଦୁଃସାହସିକ ଉପସ୍ଥାପକ(ଆଙ୍କର) ବିୟର ଗ୍ରୀଲ୍‍ସ ପରିଚାଳନା କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଜୀବନୀ ସମ୍ପର୍କିତ ଅନେକ ମହତ୍ଵପୂର୍ଣ୍ଣ ଅଂଶ ବିଷୟରେ ବର୍ଣ୍ଣନା କରିବା ସହିତ ପ୍ରଧାନମନ୍ତ୍ରୀ ପ୍ରକୃତି ଓ ହିମାଳୟ ସହିତ ତାଙ୍କର ସମ୍ପର୍କକୁ ନେଇ ମଧ୍ୟ କହିଛନ୍ତି। ଜିମ୍‍ କର୍ବେଟ୍‍ ଜାତୀୟ ଅଭୟାରଣ୍ୟରେ ଏହାକୁ ନିର୍ମାଣ କରାଯାଇଥିଲା।

    Read more

    ୨୨ରୁ ତିନି ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ରୁ ୨୬ ତାରିଖ ପର୍ୟ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ୍‍ ଓ ଫ୍ରାନ୍ସ  ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂକ୍ରାନ୍ତରେ ବୈଦେଶିକ ମନ୍ତ୍ରଣାଳୟର ଅର୍ଥନୈତିକ ସମ୍ପର୍କ ସଚିବ ଟି.ଏସ୍‍. ...

    Read more

    ଭୂଟାନ ଗସ୍ତରେ ମୋଦୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୨ଦିନିଆ ଭୂଟାନ ଗସ୍ତରେ ଯାଇଛନ୍ତି। ମୋଦୀଙ୍କ ଏହି ଗସ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଅନେକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ଭାରତ ଏବଂ ଭୂଟାନ ମଧ୍ୟରେ ...

    Read more

    ୮.୮.୮ : କ’ଣ କହିଲେ ମୋଦି ?

    ଦେଶ ଏକ ଐତିହାସିକ ନିଷ୍ପତି ନେଇଛି  । ଯେଉଁ ସ୍ୱପ୍ନ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ, ବାବା ସାହେବ ଆମ୍ବେଦକର, ଶ୍ୟାମପ୍ରସାଦ ମୁଖାର୍ଜୀ ଓ ଅଟଳ ବିହାରୀ ବାଜପାୟୀ ଦେଖୁଥିଲେ ସେହି ସ୍ୱପ୍ନ ପୂରଣ ହେଲା  । ଜାମ୍ମୁ କାଶ୍ମୀର ଓ ଲଦାଖରେ ନୂଆ ଯୁଗର ଆରମ୍ଭ ହେଲା  । ଦେଶର ...

    Maximum 500 characters

    ବିଶେଷ View all

    Find Us on Facebook