Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଜେପିରେ ଯୋଗ ଦେଲେ କୁସ୍ତିଯୋଦ୍ଧା ବବିତା ଫୋଗତ୍

    Share on :
    Date: Aug 13, 2019    Views: 23

    ନୂଆଦିଲ୍ଲୀ : ଆନ୍ତର୍ଜାତୀୟ କୁସ୍ତିଯୋଦ୍ଧା ବବିତା ଫୋଗତ୍ ଏବଂ ତାଙ୍କ ବାପା ମହାବୀର ଫୋଗତ୍ ଆଜି ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ହରିୟାଣାର ବିଜେପିର ସାଧାରଣ ସଚିବ ଅନିଲ ଜୈନଙ୍କ ଉପସ୍ଥିତିରେ ଉଭୟ ବବିତା ଏବଂ ମହାବୀର ବିଜେପିରେ ଯୋଗ ଦେଇଛନ୍ତି । ଆଗକୁ ହରିୟାଣା ବିଧାନସଭା ନିର୍ବାଚନ ଥିବାରୁ ଉଭୟ ବବିତା ଏବଂ ମହାବୀର ଫୋଗତ୍ଙ୍କ ଉପସ୍ଥିତି ବିଜେପିକୁ ଆହୁରି ଅଧିକ ଶକ୍ତ କରିବ ବୋଲି ରିଜିଜୁ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook