ଯୁଦ୍ଧ ବିରତି ସର୍ତ୍ତ ପାଳନ କରିବ ପାକିସ୍ଥାନ

ନୂଆଦିଲ୍ଲୀ : ସୀମାନ୍ତରେ ଶାନ୍ତି ବଜାୟ ରଖିବାକୁ ରାଜି ହୋଇଛନ୍ତି ଭାରତ ଓ ପାକିସ୍ଥାନ । ସେହିପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ପାଇଁ ଯୋଗାଯୋଗର ସମସ୍ତ ମାଧ୍ୟମ ଉନ୍ମୁକ୍ତ ରଖିବା ପାଇଁ ମଧ୍ୟ ଉଭୟ ପକ୍ଷ ସହମତ ହୋଇଛନ୍ତି । ଉଭୟ ଦେଶର ମହାନିଦେ୍ର୍ଧଶକ ବା ଡିଜି ...