Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜଳିଗଲା ୨ ଟ୍ରକ

    Share on :
    Date: Aug 12, 2019    Views: 65

    ବରଗଡ଼:  ବିଦୁ୍ୟତ ତାର ଛିଣ୍ଡି ପଡ଼ିବାରୁ ୨ଟି ଟ୍ରକ ଜଳିଯାଇଛି ।  ଭଟଲି ଛକ ନିକଟରେ ଏହି ଅଘଟଣ ଘଟିଛି । ପ୍ରକାଶ ଯେ, ୨ଟ୍ରକର କର୍ମଚାରୀମାନେ  ଭଟଲି ଛକ ନିକଟରେ ଟ୍ରକଗୁଡ଼ିକ ପାର୍କିଂ କରି ଖାଇବାକୁ ଯାଇଥିଲେ ।  ଏହି ସମୟରେ ଟ୍ରକ ଉପର ଦେଇ ଯାଇଥିବା ୧୧କେଭି ବିଦୁ୍ୟତ ତାର ଟି ହଠାତ ଛିଣ୍ଡି ପଡ଼ିଥିଲା ।  ଫଳରେ ଟ୍ରକ ୨ଟି ଜଳିଯାଇଥିଲା । ତେବେ ଟ୍ରକ ୨ଟି ଖାଲି ଥିବାରୁ ମୃତାହତର କୌଣସି ସୂଚନା ନଥିବା ଜଣାଯାଇଛି । 

    Read more

    ରାସ୍ତାରେ ଜଳିଗଲା ଟ୍ରକ

    ପାଲଲହଡ଼ା: ରାସ୍ତା ଉପରେ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ ହଠାତ ହୁ ହୁ ହୋଇ ଜଳିଯିବା ଭଳି ଏକ ଅଭାବନୀୟ ଘଟଣା ଶନିବାର ଭୋର ଅନୁଗୁଳ ଜିଲ୍ଲରେ ଘଟିଛି ।
    ପାଲଲହଡ଼ା ବ୍ଲକ ଖେମଳା ଗ୍ରାମ ନିକଟ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ନିଆଁ ଲାଗି ଟ୍ରକଟି ଜଳିଯାଇଛି ...

    Read more

    ଗୋ-ମାଂସ ସନେ୍ଦହରେ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜାଳିଦେଲେ


    ବହ୍ମପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଡା ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ ମାଂସ ବୋଝେଇ ଟ୍ରକ୍କୁ ସ୍ଥାନୀୟ ଲୋକେ ଗୋ-ମାଂସ ସନେ୍ଦହରେ ନିଆଁ ଲଗାଇ ପୋଡି ଦେଇଛନ୍ତି ।  ଶନିବାର ବିଳମ୍ବିତ ରାତିରେ କୌଣସି କାରଣ ବସତଃ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଟ୍ରକଟି । ସକାଳ ...

    Read more

    ଜଳିଗଲା ବ୍ଲିଚିଂ ଓ ଚୂନ ବୋଝେଇ ଟ୍ରକ

    ଜଗତସିଂହପୁର: ଏରସମା ଥାନା ଅନ୍ତର୍ଗତ ଜପା ବଜାରରେ ରାଜସ୍ଥାନରୁ ଆସିଥିବା ଏକ  ବ୍ଲିଚିଂ ଓ ଚୂନ ବୋଝେଇ ଟକ୍ର  (ଏପି୨୧ପିଏଚ୬୭୫୯) ଜଳିଯାଇଛି । ଟ୍ରକରୁ  ବ୍ଲିଚିଂ ଓ ଚୂନ କାଢିବା ସମୟରେ ହଠାତ ଅଗ୍ନିକାଣ୍ଡ ଘଟି ସମଗ୍ର ଟ୍ରକଟି ଜଳିଯିବା ସହିତ ଏଥିରେ ଥିବା ସମସ୍ତ ...

    Maximum 500 characters

    ତାଜା ଖବର View all

    Find Us on Facebook