Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ତାଜା ଖବର

ମୁଖ୍ୟ ଖବର

    ବସରେ ନିଆଁ, ବର୍ତ୍ତିଲେ ଯାତ୍ରୀ

    Share on :
    ajab-Image
    Date: Aug 12, 2019    Views: 475

    ବାଲେଶ୍ୱର:  ବର୍ଷା ନାଦୁଥାଏ ।  ଏତେ ଜୋର ବର୍ଷା ଯେ ଆଗରେ କିଏ ଆସୁଛି ତାହା ମଧ୍ୟ ଦେଖାଯାଉ ନାହିଁ । ଏମିତିକା ବର୍ଷା ହେଉଥିବାବେଳେ ଲାଗିଲା ନିଆଁ ।  ତେବେ ଏହି ନିଆଁ କୌଣସି ଘରେ ଲାଗି ନାହିଁ । ଯାତ୍ରୀବାହୀ ବସରେ ନିଆଁ ଲାଗିଛି । ଏଥିରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନାହିଁ । 
    ପ୍ରକାଶ ଯେ,  ସୋମବାର ବାଲେଶ୍ୱରରୁ ବ୍ରହ୍ମପୁର ଆସୁଥିଲା ‘ଫୁଲଫୁଲ’ ନାମକ ଏକ ଘରୋଇ ବସ ।  ବାଲେଶ୍ୱର ବସଷ୍ଟାଣ୍ଡରୁ   ବାହାରି ୨/୩ କିଲୋମିଟର ଯାଇଛି କି ନାହିଁ ହଠାତ ବସରେ  କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଫଳରେ  ରେମୁଣା ଗୋଲେଇରେ ନିଆଁ ଲାଗିଥିବା ବସରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ ।  ବସର ଅର୍ଦ୍ଧାଧିକ ଅଂଶ ନିଆଁ ଲାଗି ଜଳିଯାଇଥିବା ସୂଚନା ମିିଳିଛି । 

    Maximum 500 characters

    ତାଜା ଖବର View all

    Find Us on Facebook