Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଦେଶ ବିଦେଶ

ମୁଖ୍ୟ ଖବର

    ଜଳନ୍ତା ଜାହାଜରୁ ଡେଇଁଲେ କର୍ମଚାରୀ

    Share on :
    ajab-Image
    Date: Aug 12, 2019    Views: 203

    ବିଶାଖାପାଟଣା :  ଜାହାଜରେ ଲାଗିଲା ନିଆଁ । ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜାହାଜ ଜଳିବାକୁ ଲାଗିଲା । ଆଉ ନିଜ ଜୀବନ ବଞ୍ଚାଇବା ପାଇଁ ଜାହାଜରେ ଥିବା କର୍ମଚାରୀ ଜାହାଜରୁ ହେଇଁପଡ଼ିଲେ । ଏଭଳି ଏକ ଅଭାବନୀୟ ଘଟଣା ବିଶାଖାପାଟଣା ବନ୍ଦର ନିକଟରେ  ଘଟିଛି ।

    ପ୍ରକାଶ ଯେ, ବିଶାଖାପାଟଣା ବନ୍ଦର ନିକଟରେ ଏକ ଜାହାଜ ଛିଡ଼ା ହୋଇଥିଲା । ତେବେ କୌଣସି କାରଣରୁ ଉକ୍ତ ଜାହାଜରେ ନିଆଁ ଲାଗିଯାଇଥିଲା । ନିଆଁର ଏତେ ପ୍ରଖର ତିଆ ଥିଲା ଚାହୁଁ ଚାହୁଁ ଜାହାଜଟି ଜଳିବାକୁ ଲାଗିଥିଲା ।  ତେବେ ଜଳୁଥିବା ଜାହାଜରୁ ନିଜକୁ ରକ୍ଷା କରିବାକୁ ସେଥିରେ ଥିବା କର୍ମଚାରୀମାନେ  ପାଣିକୁ ଡେଇଁ ପଡ଼ିଥିଲେ । 

    ଜଣେ କି ୨ ଜଣ ନୁହେଁ ମୋର୍ଟ ୨୯ ଜଣ କର୍ମଚାରୀ ପାଣିକୁ ଡେଇଁ ପଡ଼ିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କୁ କୋଷ୍ଟଗାର୍ଡ ଉଦ୍ଧାର କରିଥିବାବେଳେ ଜଣେ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାଯାଇଛି । ତାଙ୍କୁ ଉଦ୍ଧାର କରିବା ପାଇଁ କୋଷ୍ଟଗାର୍ଡ କର୍ମଚାରୀ ଉଦ୍ୟମ ଜାରି ରଖିଥିବା ଜଣାଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook