Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜନଗଣନା ପ୍ରକ୍ରିୟା ଆରମ୍ଭ

    Share on :
    Date: Aug 12, 2019    Views: 155

    ଭୁବନେଶ୍ୱର: ୨୦୨୧ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।  ଏନେଇ ପ୍ରଥମ ପର୍ଯ୍ୟାୟରେ ପ୍ରି ଟେଷ୍ଟି ବା ପ୍ରାକ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି ।  ବିଏମସିର ୧୫ ନଂ ୱାର୍ଡ, ପଟ୍ଟମୁଣ୍ଡାଇ ତହସିଲ ଓ ପୁଇଁତଳାରେ  ପ୍ରାକ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି ।  ଆଗାମୀ ଜନଗଣନା  ପାଇଁ କଣ ସୁବିଧା ଅସୁବିଧା ରହିଛି ତାହା ସର୍ଭେରୁ ଜଣାପଡ଼ି  ବୋଲି ଜଣାଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook