ରଜନୀକାନ୍ତ ହେବେ ଉପବାଚସ୍ପତି, ପ୍ରଣବ ବଳବନ୍ତରାୟ ଉପ ମୁଖ୍ୟ ସଚେତକ

ଭୁବନେଶ୍ୱର : ରଜନୀକାନ୍ତ ସିଂହ ହେବେ ବିଧାନସଭାର ଉପବାଚସ୍ପତି  । ପ୍ରଣବ ବଳବନ୍ତରାୟ ହେବେ ଉପମୁଖ୍ୟ ସଚେତକ  । ଏନେଇ ବିଜେଡ଼ି ପକ୍ଷରୁ ସୂଚନା ଦିଆଯାଇଛି  । ପୂର୍ବରୁ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହୋଇସାରିଥିବାବେଳେ ବିଧାୟିକା ...