Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହୀରାକୁଦରେ ବୃଦ୍ଧି ପାଉଛି ଜଳସ୍ତର

    Share on :
    Date: Aug 12, 2019    Views: 97

    ସମ୍ବଲପୁର : ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା କାରଣରୁ ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ହୀରାକୁଦର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ସକାଳ ସୁଦ୍ଧା ଏହା ୬୧୫.୩୭ ଫୁଟ ରହିଥିଲା। ଡ଼୍ୟାମ ମଧ୍ୟକୁ ପ୍ରତି ସେକେଣ୍ଡରେ ୯୫୦୩୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟରେ ୧୮୭୬୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଆସନ୍ତା ୧୪ରେ ଡ଼୍ୟାମର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ପାଇଁ ଗେଟ ଖୋଲାଯିବା ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଛି।

    Read more

    ବନ୍ଦ ହେଲା ହୀରାକୁଦର ୫ ଗେଟ୍‌

    ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା କମିବା ଫଳରେ ହୀରାକୁଦ ଜଳ ଭଣ୍ଡାରରେ ଜଳ ପତ୍ତନ ହ୍ରାସ ପାଉଛି । ଏହାକୁ ନଜରରେ ରଖି ଡ୍ୟାମ୍‌ରେ ଖୋଲାଥିବା ୧୦ଟି ଗେଟ୍‌ ମଧ୍ୟରୁ ୫ଟି ଆଜି ପୁଣି ବନ୍ଦ କରି ଦିଆଯାଇଛି । ଫଳରେ ଏବେ ୫ଟି ଗେଟ୍‌ ଦେଇ ଜଳ ନିସ୍କାସନ ହେଉଥିବା ସୂଚନା ...

    Read more

    ଖୋଲିଲା ହୀରାକୁଦ ଗେଟ୍

    ଭୁବନେଶ୍ୱର :  ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି  । ଗୋଟିଏ ଗେଟ ଖୋଲଯାଇଥିବା ଜଣାପଡ଼ିଛି  । ପୂଜାର୍ଚ୍ଚନା ପରେ ୭ ନମ୍ବର ସ୍ଲୁଇସ ଗେଟ ଖୋଲାଯାଇଛି  । ତଳମୁଣ୍ଡରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଔପଚାରିକତା ଭାବେ ଗେଟ ଖୋଲଯାଇଛି  ...

    Read more

    ଫୁଲୁଛି ହୀରାକୁଦ, ଆସନ୍ତାକାଲି ନିଷ୍କାସନ

    ସମ୍ବଲପୁର : ୨ଦିନ ଧରି ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାର ଫୁଲୁଛି । ହୀରାକୁଦ ଡ୍ୟାମକୁ ବନ୍ୟା ଜଳ ଅଧିକ ମାତ୍ରାରେ ପ୍ରବେଶ କରୁଛି । ଆସନ୍ତାକାଲି ଦିନ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ତେଣୁ କ୍ରମାଗତ ଭାବେ ଡ୍ୟାମର ଜଳପତନ ବଢିବାରେ ...

    Maximum 500 characters

    ତାଜା ଖବର View all

    Find Us on Facebook