Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରିୟଙ୍କା ମୃତ

    Share on :
    ajab-Image
    Date: Aug 12, 2019    Views: 141

    ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘୁଣୀର ମୃତୁ୍ୟ ହୋଇଥିବା ଜଣାଯାଇଛି ।  ‘ପିୟଙ୍କା’ ନାମ୍ନୀ ବାଘୁଣୀର ୧୯ ବର୍ଷ ୫ ମାସରେ ମୃତୁ୍ୟ ହୋଇଛି । ବୟାସାଧିକ ଯୋଗୁଁ ବାଘୁଣୀ ପ୍ରିୟଙ୍କାର ମୃତୁ୍ୟ ଘଟିଥିବା ସୂଚନା ମିଳିଛି ।  ଗତ ୨ ବର୍ଷ ହେଲା ପ୍ରିୟଙ୍କା ଅସୁସ୍ଥ ଥାଇ ଚିକିତ୍ସାଧୀନ ଥିଲା ।  ପ୍ରିୟଙ୍କାର ମୃତୁ୍ୟ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ଖସିଛି ।  ଏବେ ନନ୍ଦନକାନରେ ୫ଟି ଅଣ୍ଡିରା ଓ ୮ଟି ସାଧାରଣ ମାଈ ବାଘ ଅଛନ୍ତି ।  ସେହିପରି ଧଳା ବାଘ ୪ଟି, ଧଳାବାଘୁଣୀ ୫ଟି ଓ ୪ଟି କଳା ବାଘ ମଧ୍ୟ ଅଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook