Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୨ ଜିଲ୍ଲାକୁ ବଜ୍ରପାତ ସତର୍କତା

    Share on :
    Date: Aug 11, 2019    Views: 63

    ଭୁବନେଶ୍ୱର:  ୧୨ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି ।  ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର, ଦେବଗଡ଼, ଢେଙ୍କାନାଳ, ଅନୁଗୁଳ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ କଟକ ।  ଅପରାହ୍ଣ ୪ଟା ୩୦ ଯାଏଁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । 

    Read more

    ଭୀଷଣ ବଜ୍ରପାତ ଆଶଙ୍କା

    ଭୁବନେଶ୍ୱର,: ବଙ୍ଗୋପସାଗରେ ପୁଣି ଆଜି ଆଉ ସୃଷ୍ଟି ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହେବ । ଯାହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇ ସାରିଛି । ଏହା ସହ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ବଜ୍ରପାତ ହେବା ସମ୍ଭାବନା ରହିବା ନେଇ ସତର୍କ ସୂଚନା ଜାରି କରାଯାଇଛି ...

    Read more

    ବଜ୍ରପାତରେ ୨ ମୃତ, ୩ ଆହତ

    ସାଲେପୁର: ମଙ୍ଗଳବାର ୨ଟି ପୃଥକ ସ୍ଥାନରେ ବ୍ରଜପାତ୍ର ଘଟି ୨ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ନିଶ୍ଚିତକୋଇଲି ପାଳଦା ଗ୍ରାମରେ ବଜ୍ରପାତ୍ର ଘଟି ୨ଜଣଙ୍କ ମୃତୁ୍ୟ ହୋଇଛି । ସେହିପରି ରାମକୃଷ୍ଣପୁର ଗ୍ରାମରେ ବଜ୍ରପାତ ହେବାରୁ ୩ ଜଣ ଗୁରୁତର ଆହତ ...

    Read more

    ଭୀଷଣ ବଜ୍ରପାତ ଆଲର୍ଟ

    ଭୁବନେଶ୍ୱର: ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ସମ୍ପୃକ୍ତ ଅଞ୍ଚଳଗୁଡ଼ିକ ହେଲା ତେଲକୋଇ, ବାଂଶପାଳ, ପାଲଲହଡ଼ା, ଲହୁଣିପଡ଼ା,  ବାରକୋଟ, ପାଟଣା, ଘଟଗାଁ, ଆନନ୍ଦପୁର, କଙ୍କଡ଼ାହାଡ଼, ଆର.ଉଦୟଗିରି, ମୋହନା, ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook