Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଝାରସୁଗୁଡ଼ାରେ ଅବତରଣ ନୋହିଲା

    Share on :
    Date: Aug 11, 2019    Views: 73

    ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନବନ୍ଦରରେ ବିମାନ ଅବତରଣ ନୋହିଲା ।  ମେଘୁଆ ପାଗ ଯୋଗୁ ଝାରସୁଗୁଡ଼ା ବିମାନବନ୍ଦରରେ ବିମାନ ଅବତରଣ କରିପାରିଲା ନାହିଁ ।  ଆଲାଏଞ୍ଜ ଏୟାର ବିମାନ ଅବତରଣ କରିନପାରି ଫେରିଯାଇଛି ।  ଭୁବନେଶ୍ୱରରୁ ଉଡ଼ାଣ କରିଥିବା ଆଲାଏଞ୍ଜ ଏୟାର ବିମାନ ପୁଣି ଭୁବନେଶ୍ୱର ଫେରିଥିବା ଜଣାଯାଇଛି । 

    Read more

    ଭାରତୀୟ ବିମାନ ପାଇଁ ନିଜର ଆକାଶପଥ ଖୋଲିଲା ପାକିସ୍ତାନ

    ନୂଆଦିଲ୍ଲୀ: ପାକିସ୍ତାନ ବାଲାକୋଟ୍ ଏୟାର ଷ୍ଟ୍ରାଇକର ପ୍ରାୟ ସାଢେ ଚାରି ମାସ ପରେ ସୋମବାର ବିଳମ୍ବିତ ରାତ୍ରିରେ ନିଜର ଆକାଶ ପଥ ଖୋଲି ଦେଇଛି। ପାକିସ୍ତାନର ଏହି ନିର୍ଣ୍ଣୟ ପରେ ଏବେ ଭାରତୀୟ ଯାତ୍ରୀବାହୀ ବିମାନ ପାକିସ୍ତାନର ଆକାଶ ପଥ ଦେଇ ଯାତ୍ରା କରି ପାରିବେ। ...

    Read more

    ନିଖୋଜ ବିମାନର ସୂଚନା ଦେଲେ ମିଳିବ ୫ଲକ୍ଷ

    ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ନିଖୋଜ ହୋଇଥିବା ବାୟୁସେନାର ଏଏନ୍-୩୨ ବିମାନର ଆଜି ପର୍ୟ୍ୟନ୍ତି କୌଣସି ପତ୍ତା ମିଳିପାରିନାହିଁ । ସେଥିରେ ବିମାନ କର୍ମଚାରୀଙ୍କୁ ମିଶାଇ ମୋଟ୍ ୧୩ ଜଣ ଯାତ୍ରୀ ଥିଲେ । ବାୟୁସେନା ବିମାନକୁ ଠାବ କରିବାରେ ବିଫଳ ହେବା ପରେ ପୁରସ୍କାର ...

    Read more

    ଝାରସୁଗୁଡ଼ାରେ ପହଞ୍ଚିଲା ବିମାନ

    ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଘଟିଛି ଅନ୍ତ । ଭୁବନେଶ୍ୱରରୁ ଝାରସୁଗୁଡ଼ା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଛି ।  ଭୁବନେଶ୍ୱରରୁ ଉଡ଼ାଣ ଭରିଥିବା ଏଟିଆର-୭୨ ବିମାନ ଝାରସୁଗୁଡ଼ାରେ ପହଞ୍ଚିଛି ।  ଆଲିୟାନ୍ସ ଏୟାର ପକ୍ଷରୁ ଏଟିଆର-୭୨ ବିମାନ ଚଳାଚଳ ଆରମ୍ଭ ହୋଇଛି ...

    Maximum 500 characters

    ତାଜା ଖବର View all

    Find Us on Facebook