Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବାପାକୁ ପୁଅବୋହୂର ମାଡ଼ ଅଭିଯୋଗ

    Share on :
    Date: Aug 11, 2019    Views: 51

    କେନ୍ଦୁଝର : କେନ୍ଦୁଝରର ଆନନ୍ଦପୁରରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭଡ଼ାଟଙ୍କା ନଦେବାରୁ ଜଣେ ବୃଦ୍ଧ ବାପାକୁ ପୁଅବୋହୂ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁଅବୋହୂଙ୍କ ମାଡ଼ରେ ବୃଦ୍ଧ ବାପା ଗୁରୁତର ହେବାରୁ ତାଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
    ସୂଚନା ଅନୁଯାୟୀ, ବୃଦ୍ଧ ବ୍ୟକ୍ତି ନିଜ ପୈତୃକ ଘରର କିଛି ସ୍ଥାନକୁ ଗୁଜୁରାଣ ମେଣ୍ଟାଇବାକୁ ଘର ଭଡ଼ା ଲଗାଇଥିଲେ। ମାତ୍ର ସେହି ଘରଭଡ଼ା ଟଙ୍କା ନେବାକୁ କେନ୍ଦ୍ର କରି ପୁଅବୋହୂ ବୃଦ୍ଧା ବାପାଙ୍କୁ ମାଡ଼ ମାରିଛନ୍ତି।

    Maximum 500 characters

    ଆଂଚଳିକ View all

    Find Us on Facebook