Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବୃଦ୍ଧି ପାଉଛି ହୀରାକୁଦ ଜଳସ୍ତର

    Share on :
    Date: Aug 11, 2019    Views: 51

    ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା ଯୋଗୁଁ ଧିରେ ଧିରେ ହୀରକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ରବିବାର ସକାଳ ୬ଟା ସୁଦ୍ଧା ଜଳ ଭଣ୍ଡାରରେ ୬୧୩.୫୨ ଫୁଟ ଯାଏଁ ଜଳସ୍ତର ରହିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୧ ଲକ୍ଷ ୩୮ ହଜାର ୩୩୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟରେ ୧୩ ହଜାର ୯୫୧ କ୍ୟୁସେକ ଜଳ ବିଭିନ୍ନ କେନାଲ ଦେଇ ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଲଗାଣ ବର୍ଷା କାରଣରୁ ଡ଼୍ୟାମରେ ଜଳସ୍ତର ବୃଦ୍ଧି ପାଉଛି।

    Read more

    ଆଉ ୨ ଗେଟ ଖୋଲିଲା

    ସମ୍ବଲପୁର: ହୀରାକୁଦର ଡ୍ୟାମର ଆଉ ୨ଟି ଗେଟକୁ ଖୋଲାଯାଇଛି ।  ଏବେ ମୋଟ ୭ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି ।  ଜଳଭଣ୍ଡାରକୁ ଏବେ ସେକେଣ୍ଡ ପ୍ରତି ୧,୫୧,୨୫୫ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ସେକେଣ୍ଡ ପ୍ରତି ଜଳଭଣ୍ଡାରରୁ ୯୬ ହଜାର ଘନଫୁଟ ଜଳ ନିଷ୍କାସନ କରାଯାଉଛି ...

    Read more

    ହୀରାକୁଦର ୧୦ ଗେଟ ବନ୍ଦ

    ସମ୍ବଲପୁର:  ହୀରାକୁଦ ଡ୍ୟାମର ୧୦ଟି ଡ୍ୟାମକୁ ବନ୍ଦ କରାଯାଇଛି ।  ଗେଟ ବନ୍ଦ ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।   ଏବେ ଆଉ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଥିବା ସୂଚନା ମିଳିଛି । 

    ଉପର ମୁଣ୍ଡରେ ବର୍ଷା ସାମାନ୍ୟ କମିଛି । ଫଳରେ ହୀରାକୁଦ ...

    Read more

    ୧୪ରେ ଖୋଲିବ ହୀରାକୁଦ ଡ୍ୟାମ

    ସମ୍ବଲପୁର: ଆସନ୍ତା ୧୪ ତାରିଖ ଦିନ ହୀରାକୁଦ ଗେଟ ଖୋଲାଯିବ ।  ଉକ୍ତ ଦିନ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ ।  ଦିନ ୧୧ଟା ପରେ ଯେ କୌଣସି ମୁହୂର୍ତ୍ତରେ ବନ୍ୟା ଜଳ ଛଡ଼ାଯିବ ।  ୧୪ରେ ବର୍ଷା ସ୍ଥିତି ଦେଖି କେତୋଟି  ଗେଟ ଖୋଲାଯିବ ସେ ନେଇ ସ୍ଥିର ...

    Maximum 500 characters

    ଆଂଚଳିକ View all

    Find Us on Facebook