Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୩ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

    Share on :
    Date: Aug 10, 2019    Views: 77

    ସମ୍ବଲପୁର:  ବୁର୍ଲା ଭିସୁଟର ୩ ଜଣ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ଅଧ୍ୟାପକଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଜଣଙ୍କୁ ବହିଷ୍କୃତ କରାଯାଇଛି ।  ସମ୍ପୃକ୍ତ ୩ ଜଣ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୁପାରିଶ କରାଯାଇଥିଲା । ତେବେ ଉକ୍ତ ସୁପାରିଶକୁ ରାଜ୍ୟପାଳ  ସ୍ୱୀକୃତି ଦେଇଛନ୍ତି ।  ବୁର୍ଲା ଭିସୁଟର କୁଳପତିଙ୍କ ବହିଷ୍କାର ଦାବିରେ ସମ୍ପୃକ୍ତ ଅଧ୍ୟାପକମାନେ ଆନେ୍ଦାଳନ କରୁଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । 

    Read more

    ତ୍ରିରଙ୍ଗାକୁ ଅସମ୍ମାନ, ପ୍ରଧାନଶିକ୍ଷକ ନିଲମ୍ବିତ

    ସୋର: ତ୍ରିରଙ୍ଗାକୁ ଅସମ୍ମାନ ଅଭିଯୋଗରେ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।  ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସରାଡିହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବାଲିଆପାଳ ବିଇଓ ନିଲମ୍ବିତ କରିଛନ୍ତି ।  ଅଗଷ୍ଟ ୧୫ ତାରିଖ ଦିନ  ...

    Read more

    ୫ ପୁଲିସ କର୍ମଚାରୀ ନିଲମ୍ବିତ

    ନୟାଗଡ଼: ନୟାଗଡ଼  ପୁଲିସକୁ ଚକମା ଦେଇ ବିଚାରାଧୀନ କଏଦୀ ଫେରାର ହୋଇଯିବା ମାମଲାରେ ଏସ୍‌ପି  କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ଯୋଗୁଁ  ଅବହେଳା ଯୋଗୁଁ  ହାବିଲଦାରଙ୍କ ସମେତ ୫  ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ...

    Read more

    ବିଧାୟକ ଦଳରୁ ନିଲମ୍ବିତ

    ଲକ୍ଷ୍ନୌ : ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଜେପିର ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂହ ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି । ସେଙ୍ଗର ଉନ୍ନାଓର ବାଙ୍ଗରମଊରୁ ବିଜେପି ବିଧାୟକ ...

    Maximum 500 characters

    ତାଜା ଖବର View all

    Find Us on Facebook