Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଶ୍ରେଷ୍ଠ ସାମାଜିକ ଚଳଚ୍ଚିତ୍ର ‘ପ୍ୟାଡ୍ ମ୍ୟାନ୍’

    Share on :
    Date: Aug 10, 2019    Views: 17

    ଆର୍ ବାଲାଜୀଙ୍କ ନିଦେ୍ର୍ଧଶିତ ‘ପ୍ୟାଡ ମ୍ୟାନ୍’ ସାମାଜିକ ବିଷୟ ଆଧାରିତ ଚଳଚ୍ଚିତ୍ର ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଛି । ଏହାର ମୁଖ୍ୟ ଭୂମିକାରେ ଥିଲେ ଅକ୍ଷୟ କୁମାର, ରାଧିକା ଆପଟେ ଓ ସୋନମ କପୁର । ଅରୁଣାଚଳମ ମୁରୁଗାନାନ୍ଥମଙ୍କ ଜୀବନ ଉପରେ ଫିଲ୍ମଟି ଆଧାରିତ, ଯିଏ କି ତାମିଲନାଡ଼ୁର ଜଣେ ସମାଜସେବୀ । କମ୍ ମୂଲ୍ୟରେ ସାନିଟାରି ପ୍ୟାଡ଼ ପ୍ରସ୍ତୁତ କରି ସ୍ଥାନୀୟ ଅଞ୍ଚଳରେ ସେ ଜାଗରଣ ଆଣିଥିଲେ । ଟ୍ୱିଙ୍କଲ ଖାନ୍ନାଙ୍କ ପୁସ୍ତକ ‘ଦ ଲେଜେଣ୍ଡ ଅଫ୍ ଲକ୍ଷ୍ମୀ ପ୍ରସାଦ’ ର କ୍ଷୁଦ୍ର ଗଳ୍ପ ‘ଦ ସାନିଟାରୀ ମ୍ୟାନ ଅଫ୍ ସାକ୍ରେଡ ଲ୍ୟାଣ୍ଡ’ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବେସିତ ।

    Maximum 500 characters

    କଳା View all

    Find Us on Facebook