ମଦ୍ୟପ ବରକୁ କନିଆର ନା

କଳାହାଣ୍ଡି: ମଦ୍ୟପ ବରର ହାତ ଧରିବାକୁ ମନା କଲା କନିଆ । ଫଳରେ ବର ଶିଶୁପାଳ ହୋଇ ଫେରିଲା ।  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦୁନେ୍ଦଲମାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବେଦିରେ ମାତାଲ ବରର ହାତ ଧରିବାକୁ କନିଆ ମନା କରିବାରୁ ବର ଶିଶୁପାଳ ହୋଇ ଫେରିଛି ...