Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

କଳା

ମୁଖ୍ୟ ଖବର

    ଭିକି, ଆୟୁଷ୍ମାନ ଶ୍ରେଷ୍ଠ ଅଭିନେତା

    Share on :
    ajab-Image
    Date: Aug 10, 2019    Views: 89

    ଚଳିତ ଜାନୁଆରୀରେ ମୁକ୍ତିଲାଭ କରିଥିବା ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ । ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଭିକି କୌଶଲଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର । ଆଦିତ୍ୟ ଧରଙ୍କ ନିଦେ୍ର୍ଧଶିତ ଏହି ଫିଲ୍ମ ୨୦୧୬ରେ ହୋଇଥିବା ଉରି ଆକ୍ରମଣ ଉପରେ ପର୍ଯ୍ୟବସିତ । ମାତ୍ର ୪୫ କୋଟି ବଜେଟରେ ଉରି ପ୍ରସ୍ତୁତ ହୋଇଥିଲେ ହେଁ ବିଶ୍ୱସ୍ତରରେ ୩୪୨ କୋଟିରୁ ଅଧିକ ଆୟ କରିଥିଲା । କାରଗିଲ ଦିବସରେ ମହାରାଷ୍ଟ୍ରର ୫ ଶହରୁ ଊଦ୍ଧ୍ୱର୍ ସିନେମାଘରେ ଏହି ଫିଲ୍ମ ପୁଣି ଥରେ ରିଲିଜ ହୋଇଥିଲା ।

    ଭିକି ଡୋନର ଆୟୁଷ୍ମାନ ଖୁରାନାଙ୍କ ପାଇଁ ଉତ୍ସବର ଦିନ । ଟ୍ୟାଲେଣ୍ଡର ପାୱାରହାଉସ ଭାବେ ପରିଚିତ ଏହି ଅଭିନେତା ଫିଲ୍ମ ‘ଅନ୍ଧାଧୁନ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି । ଶ୍ରୀରାମ ରାଘବନଙ୍କ ନିଦେ୍ର୍ଧଶିତ ଏହି ଫିଲ୍ମର ବଜେଟ ଥିଲା ମାତ୍ର ୩୨ କୋଟି । ବିଶ୍ୱସ୍ତରରେ ଏହା ୪୫୩ କୋଟି ଆୟ କରିଥିବା ବେଳେ ଭାରତରେ ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା । ଫିଲ୍ମରେ ଆୟୁଷ୍ମାନଙ୍କ ସହ ମୁଖ୍ୟ ଭୂମିକାରେ ଥିଲେ ତବୁ ଓ ରାଧିକା ଆପ୍ଟେ ।

    Maximum 500 characters

    କଳା View all

    Find Us on Facebook