Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

କଳା

ମୁଖ୍ୟ ଖବର

    କୀର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ

    Share on :
    ajab-Image
    Date: Aug 10, 2019    Views: 479

    ଦ୍ୱିଭାଷୀ ଫିଲ୍ମ ‘ମହାନତି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ହାସଲ କରିଛନ୍ତି କୀର୍ତ୍ତି ସୁରେଶ । ଫିଲ୍ମ ରିଲିଜ ହେବା ପରେ କୀର୍ତ୍ତିଙ୍କ ଅଭିନୟ ସିନେ ଇଣ୍ଡଷ୍ଟି୍ରରେ ବେଶ ପ୍ରଶଂସିତ ହୋଇଥିଲେ । ସମୀକ୍ଷକଙ୍କ ବାଃ ବାଃ ମଧ୍ୟ ସେ ସାଉଁଟିଥିଲେ । ଅଭିନେତ୍ରୀ ସାବିତ୍ରୀଙ୍କ ଜୀବନ ଉପରେ ଫିଲ୍ମଟି ଆଧାରିତ । ପରଦାରେ ସାବିତ୍ରୀଙ୍କ ଚରିତ୍ରକୁ ଜୀବନ୍ତ କରିଥିବାରୁ କୀର୍ତ୍ତିଙ୍କ ପାଖକୁ ଆଜି ପ୍ରଶଂସାର ସୁଅ ଛୁଟିଛି । ମଲିଉଡ଼ ଅଭିନେତା ଦୁଲକ୍ୱେର ସଲମାନ ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ନିଦେ୍ର୍ଧଶନା ଦେଇଥିଲେ ନାଗ ଅଶ୍ୱିନ । ସର୍ବଦା ମା’ଙ୍କ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିବାକୁ ଚାହିଁଥିଲେ ବୋଲି କୀର୍ତ୍ତି କହିଛନ୍ତି । କାରଣ ତାଙ୍କ ମା ନିଜର ପ୍ରଥମ ମାଲାୟାଲାମ ଫିଲ୍ମ ପାଇଁ ଏହି ପୁରସ୍କାର ଜିତିଥାନ୍ତେ । ଫିଲ୍ମଟି ୧୦-୧୧ ଟି ଜାତୀୟ ପୁରସ୍କାର ପାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତିି ବଦଳିଗଲା ଆଉ ଜାତୀୟ ଫିଲ୍ମ ପୁରସ୍କାର ପାଇବାରୁ ସେ ବଞ୍ଚିତ ହେଲେ । କେବଳ ମା ଙ୍କ ପାଇଁ ଏହି ପୁରସ୍କାର ଜିତିବା ଆଶାରେ ଅଭିନୟ କ୍ଷେତ୍ରରେ ପାଦ ଦେଇଥିବା କୀର୍ତ୍ତି କହିଛନ୍ତି ।

    Maximum 500 characters

    କଳା View all

    Find Us on Facebook