Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଶ୍ରେଷ୍ଠ ଆକ୍ସନ ଫିଲ୍ମ କେଜିଏଫ୍

    Share on :
    Date: Aug 10, 2019    Views: 19

    କନ୍ନଡ଼ ଫିଲ୍ମ ‘କେଜିଏଫ’କୁ ମିଳିଛି ଶ୍ରେଷ୍ଠ ଆକ୍ସନ ଫିଲ୍ମ ସମ୍ମାନ । ପ୍ରଶାନ୍ତ ନୀଲଙ୍କ ନିଦେ୍ର୍ଧଶିତ ଏହି ଫିଲ୍ମଟି ରାଜା କ୍ରୀଷ୍ଣପ୍ପା ବୈରୟା ‘ରକି’ ଉପରେ ଆଧାରିତ, ଯିଏ କି ଜଣେ ଗରିବ । ମା’ର ସ୍ୱପ୍ନ ପୂରଣ କରିବା ଆଶାରେ ଧନୀ ହେବାକୁ ୧୯୬୦ ରେ ସେ ମୁମ୍ବାଇରେ ପାଦ ଦେଇଛି । ସେଠାରେ ସେ ସୁନା ମାଫିଆଙ୍କ ସହ ସାମିଲ ହୋଇଛି । ୫୦-୮୦ କୋଟି ବଜେଟରେ ପ୍ରସ୍ତୁତ ଏହି ଫିଲ୍ମ ବିଶ୍ୱ ସ୍ତରରେ ୨୫୦ କୋଟି ବ୍ୟବସାୟ କରିଥିଲା । ଫିଲ୍ମର ଦ୍ୱିତୀୟ ଭାଗର ସୁଟିଂ ଶେଷ ହୋଇଛି । ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ ।

    Maximum 500 characters

    କଳା View all

    Find Us on Facebook