Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଫୋନରେ ଟ୍ରିପିଲ ତଲାକ

    Share on :
    Date: Aug 10, 2019    Views: 65

    ପଟ୍ଟାମୁଣ୍ଡାଇ : ଟ୍ରିପିଲ ତଲାକ ବିଲ ଆଇନରେ ପରିଣତ ହୋଇଛି । ତଲାକ, ତଲାକ, ତଲାକ କହି ଛାଡ଼ପତ୍ର ଦେବା ପ୍ରଥାକୁ ସରକାର ବନ୍ଦ କରିବା ପାଇଁ ଆଇନ ଆଣିବା ସହ ଏହାର ଉଲ୍ଲଂଘନ କଲେ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ କରିଛନ୍ତି ।  ଏହା ସତ୍ୱେ ବି  ଟ୍ରିପଲ ତଲାକ ନେଇ ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆଉ କେଉଁଠି ନୁହେଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଆସିଛି । 

    ପୁଣି ଟ୍ରିପିଲ ତଲାକ ଅଭିଯୋଗ ଆସିଛି । ଏନେଇ ଥାନାରେ ଅଭିଯୋଗ ହୋଇଛି ।  ପ୍ରେମ ବିବାହ ପରେ ସ୍ୱାମୀ ପ୍ରତାରଣା କରିବା ସହ ତଲାକ ଦେଇଥିବା ଅଭିଯୋଗକାରିଣୀ ଥାନାରେ ଏତଲା ଦେଇଛନ୍ତି ।  ଫୋନ ଯୋଗେ ସ୍ୱାମୀ ତଲାକ ଦେଇଥିବା ଅଭିଯୋଗକାରିଣୀଙ୍କ ଠାରୁ ପ୍ରକାଶ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook