୭୫୫ ଆମେରିକାର ଦୂତବାସ କର୍ମଚାରୀଙ୍କୁ ରୁଷ ଛାଡିବାକୁ କହିଲେ ପୁତିନ

ମସ୍କୋ: ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁତିନ କହିଛନ୍ତି ୭୫୫ ଜଣ ଆମେରିକୀୟ ଦୂତବାସର କର୍ମଚାରୀଙ୍କୁ ତାଙ୍କ ଦେଶ ଛାଡିବା ଉଚିତ୍ ବୋଲି କହିଛନ୍ତି ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁତିନ । ପୂର୍ବରୁ ଏନେଇ ରୁଷର ବୈଦେଶିକ ମନ୍ତ୍ରଣାଳୟ ଦାବି କରିଥିଲା ସେ ସେପ୍ଟେମ୍ବର ...