Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପୋଖରୀରେ ବୁଡି ନାବାଳକ ମୃତ

    Share on :
    Date: Aug 10, 2019    Views: 43

    କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଛିନ୍ନମୁଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ପୋଖରୀରେ ବୁଡି ଜଣେ ନାବାଳକ ମୃତ୍ୟୁବରଣ କରିଛି  ।
    , ଛିନ୍ନମୁଙ୍ଗ ଗ୍ରାମର ଜଣେ ନାବାଳକ ଆଜି ସକାଳେ ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ । ଗାଧୋଇବା ବେଳେ ତାଙ୍କ ଗୋଡ ଖସି ଯାଇଥିଲା । ପୋଖରୀରେ ପାଣି ଅଧିକ ଥିବାରୁ ସେ ଆଉ ବାହାରି ପାରି ନଥିଲେ । ଏନେଇ ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାପରେ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିଲା । ନାବାଳକ ଜଣଙ୍କ ସେହି ଗ୍ରାମର ସଞ୍ଜୀବ ଖିଲ ବୋଲି ଜଣାପଡିଛି ।

    Read more

    ୨ ଭଉଣୀଙ୍କ ସଲିଳ ସାମାଧି

    ସାଲେପୁର: ନଦୀରେ ବୁଡ଼ିଯାଇ ୨ ଭଉଣୀଙ୍କ ସଲିଳ ସାମାଧି ଘଟିଛି । ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇଥିବାବେଳେ ରବିବାର ଏହି ଅଘଟଣ ଘଟିଛି ।  ମୃତକମାନେ କିଶନଗର ଥାନା ବାବୁଜଙ୍ଗ ସଫିପୁର ଗ୍ରାମର । ଦୁଇ ମୃତକ ସମ୍ପର୍କରେ ଦାଦା ଓ ବଡ଼ବାପା ଝିଅ ଭଉଣୀ ।  ବଡ଼ ...

    Read more

    ଭାସିଗଲେ ସର୍ଭେୟର

    ମାଲକାନଗିରି:  ବ୍ରିଜ  ସର୍ଭେ ପାଇଁ ଆସିଥିଲେ । ତେବେ ନଦୀର ପ୍ରଖୋର ସ୍ରୋତରେ ଭାସିଗଲେ । ମାଥିଲି ବ୍ଲକ ପାଙ୍ଗାମା ନଦୀରେ ଜଣେ ସର୍ଭେୟର ଭାସିଯାଇଥିବା ଜଣାଯାଇଛି । ବ୍ରିଜ କାମ ସର୍ଭେ କରିବାବେଳେ ଅଚାନକ ସର୍ଭେୟର ଜଣକ ଭାସିଯାଇ ନିଖୋଜ ଥିବା ସୂଚନା ମିଳିଛି । ୩ ...

    Read more

    କୁଆଖାଇରେ ବୁଡି ମହିଳା କାଉଡିଆ ମୃତ

    ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଶେଷ ସୋମବାର । ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କର ଗହଳି ଲାଗି ରହିଛି । ସେମାନେ ନଦୀରୁ ଜଳ ଆଣି ମହାଦେବଙ୍କୁ ଅର୍ପଣ କରିଥାନ୍ତି । କିନ୍ତୁ ଭୁବନେଶ୍ୱର କୁଆଖାଇ ନଦୀରେ ବୁଡି ଜଣେ କାଉଡିଆ ପ୍ରାଣ ହରାଇଛନ୍ତି ।
     ଝାରପଡା ଅଂଚଳର ଜଣେ ...

    Maximum 500 characters

    ଆଂଚଳିକ View all

    Find Us on Facebook