Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅଫିସ୍ ଅଫ୍ ପ୍ରଫିଟ୍ ଯୁଗ୍ମ କମିଟିର ସଦସ୍ୟ ହେଲେ ସସ୍ମିତ ପାତ୍ର

    Share on :
    ajab-Image
    Date: Aug 10, 2019    Views: 249

    ନୂଆଦିଲ୍ଲୀ : ଅଫିସ୍ ଅଫ୍ ପ୍ରଫିଟ୍ ଯୁଗ୍ମ କମିଟିର ସଦସ୍ୟ ରୂପେ ରାଜ୍ୟସଭାର ବିଜେଡି ସାଂସଦ ସସ୍ମିତ ପାତ୍ର ନିର୍ବାଚିତ ହୋଇଛନ୍ତି । ସସ୍ମିତଙ୍କ ସମେତ ରାଜ୍ୟସଭାର ଆଉ ୫ ଜଣ ସଦସ୍ୟ ମଧ୍ୟ ଏହି କମିଟିର ସଦସ୍ୟ ରୂପେ ନିର୍ବାଚିତ ହୋଇଛନ୍ତି । ଅଫିସ୍ ଅଫ୍ ପ୍ରଫିଟ୍ ଯୁଗ୍ମ କମିଟିରେ ଲୋକସଭାରୁ ୧୦ ଜଣ ଓ ରାଜ୍ୟ ସଭାରୁ ୫ ଜଣ ସାଂସଦ ସଦସ୍ୟ ରୂପେ ରହିବାର ବ୍ୟବସ୍ଥା ରହିଛି । ବର୍ତ୍ତମାନ ସୁଦ୍ଧା ଏହି କମିଟିର ଅଧ୍ୟକ୍ଷଙ୍କ ଚୟନ କରାଯାଇନାହିଁ । ଅପରପକ୍ଷେ ରାଜ୍ୟସଭାର ମନୋନୀତ ସଦସ୍ୟା ସୋନାଲ ମାନସିଂହଙ୍କୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍ସିସି)ର କେନ୍ଦ୍ରୀୟ ଉପଦେଷ୍ଟା କମିଟିର ସଦସ୍ୟ ରୂପେ ନିର୍ବାଚିତ ହୋଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook