ଏନଡିଟିଭି ପ୍ରସାରଣ ନିଷେଧ ନିଷ୍ପତ୍ତି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିନକ ପାଇଁ ଏନଡିଟିଭି ପ୍ରସାରଣ ନିଷିଦ୍ଧ ନିଷ୍ପତ୍ତିକୁ ନିଜ ଆଡ଼ୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରର ଏହି ନିଷ୍ପତ୍ତି ବିରୋଧରେ ସମଗ୍ର ଦେଶର ଗଣମାଧ୍ୟମ ମତ ପ୍ରକାଶ କରିଥିଲା । ପଠାନକୋଟ ଆକ୍ରମଣ ଘଟଣାରେ କେତେକ ଗୁପ୍ତତଥ୍ୟ ପ୍ରକାଶ କରିବା ...