Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

    Share on :
    Date: Aug 9, 2019    Views: 51

    ଭଦ୍ରକ:  ସ୍ୱାମୀ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ଆସିଛି ।  ପାରିବାରିକ କଳହକୁ ନେଇ ଏହି ଲୋକହର୍ଷକ ହତ୍ୟାକାଣ୍ଡ ଘଟିଛି ଭଦ୍ରକ ଜିଲ୍ଲାରେ ।
    ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା କୋଠାର ଗାଁରେ ଜଣେ ବ୍ୟକ୍ତିଙ୍କ ବିଭିନ୍ନ ସମୟରେ  ସ୍ତ୍ରୀ ସହ  କଳହ ଓ ବଚସା ହୋଇଥାଏ । କିନ୍ତୁ ଆଜି କୈାଣସି କାରଣକୁ ନେଇ କଳହ ହୋଇଥିଲା । ଯାହା ଉଗ୍ର ରୂପ ଧାରଣ କରିଛି । ଫଳରେ ସ୍ୱାମୀ ରାଗିଯାଇ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଏହା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ କରିଛି । 

    Read more

    ବଡ଼ବାପାଙ୍କୁ ହତ୍ୟା କଲା ପୁତୁରା

    ମୟୂରଭଞ୍ଜ: ପୈତୃକ ସମ୍ପତି ଭାଗବଣ୍ଟା ନେଇ ବଡ଼ବାପାଙ୍କୁ ପୁତୁରା ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜରେ ।  ମୟୂରଭଞ୍ଜ କପ୍ତିପଦା ଥାନା ନଛିପୁରରେ ଗୋଟିଏ ପରିବାରରେ ପୈତୃକ ସମ୍ପତିକୁ ନେଇ ପାରିବାରିକ କଳହ ଲାଗି ରହିଥିଲା । ବଡ଼ବାପା ଓ ପୁତୁରା ...

    Read more

    କୁକୁଡ଼ା ପାଇଁ ନାବାଳକକୁ ହତ୍ୟା

    ରାଉରକେଲା : ରାଉକେଲା ହାତୀବାରୀ ଥାନା ଅନ୍ତର୍ଗତ ଗୋପୁର ଗୁମ୍ଭାରପଡ଼ା ଗାଁରେ  ଏକ ଅଭାବନୀୟ ଘଟଣା ଘଟିଛି। ସାଧାରଣ କୁକୁଡ଼ା ପାଇଁ ଜଣେ ପଡ଼ୋଶୀ ନାବାଳକକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କୁକୁଡ଼ା ମୃତ୍ୟୁକୁ ନେଇ ଉତ୍ତକ୍ଷିପ୍ତ ହୋଇ ...

    Read more

    ଡାହାଣୀ ସନେ୍ଦହରେ ୪ଜଣଙ୍କ ଗଳା କାଟିଦେଲେ

    ଝାଡ଼ଖଣ୍ଡ: ଆଜି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଜମି ରହିଛି । ଝାଡ଼ଖଣ୍ଡରେ ଡାହାଣୀ ସନ୍ଦେହରେ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ।  ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ସିସଇ ମୁଖ୍ୟଳୟ ଠାରୁ ୨୫ କିମି ଦୂରରେ ଥିବା ସିସକାରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଆଜି ଭୋର ୩ଟା ...

    Maximum 500 characters

    ଆଂଚଳିକ View all

    Find Us on Facebook