Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    Share on :
    Date: Aug 8, 2019    Views: 67

    ଗଞ୍ଜାମ: ଗଞ୍ଜାମ ମାଣିକନଗରରେ ଜଣେ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେ ମାନସିକ ଚାପ କାରଣରୁ ଆତ୍ମହତ୍ୟା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । 
    ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ  ମାଣିକନଗରରେ ଏକ ଭଡ଼ା ଘର ଭିତରୁ ଆଜି ଜଣେ ବ୍ୟକ୍ତି୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ବ୍ୟକ୍ତି ହେଲେ ରାଜେନ୍ଦ୍ର ଭୂୟାଁ ଏବଂ ସେ ସ୍ଥାନୀୟ କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ବୋଲି ଜଣାପଡ଼ିଛି । ତାଙ୍କ ଘର ଭଦ୍ରକ ହୋଇଥିବା ବେଳେ ସେ ଗତ ୨୨ଦିନ ହେଲା ମାଣିକନଗରରେ ଭଡ଼ାରେ ରହୁଥିଲେ । ସେ ଗତ କିଛି ଦିନ ହେବ ମାନସିକ ଚାପରେ ରହୁଥିବାରୁ ଆତ୍ମହତ୍ୟା କରିଥିବା ସର୍ବସାଧାରଣରେ ଚର୍ଚ୍ଚା ହେଉଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

    Read more

    ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

    କଳାହାଣ୍ଡି : କଳାହାଣ୍ଡି ଜିଲାର କୋକସରା ଗାଁ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ନିକଟ ବିଲରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ ...

    Read more

    ଦମ୍ପତିଙ୍କ ମୃତଦେହ ଉଦ୍ଧାର

    ରାଉରକେଲା: ରାଉରକେଲାସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ(ଏନଆଇଟି) ପରିସରସ୍ଥ ସରକାରୀ କ୍ବାର୍ଟର୍ସରୁ ଶନିବାର ଏକ ଦମ୍ପତିଙ୍କ ମୃତଦେହ ମିଳିଛି। ପୁଲିସ ମୃତଦେହ ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକ ଦ୍ବୟ ହେଲେ ନିଟ୍‌ର ସହକାରୀ ପ୍ରଫେସର ଆର. ଜୟବାଲାନ ...

    Read more

    ଶ୍ୱଶୁର ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

    କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଥାନା ଅନ୍ତର୍ଗତ ଜି ଉଦୟଗିରି ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ୱଶୁର ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

    ଫୁଲବାଣୀ ଥାନା ଅନ୍ତର୍ଗତ ଘୋଡାବିଶା ଗ୍ରାମରେ ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ...

    Maximum 500 characters

    ଆଂଚଳିକ View all

    Find Us on Facebook