Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

୩୨ ଦାଦନ ଶ୍ରମିକ ଉଦ୍ଧାର

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶାରୁ ସଦସ୍ୟ ହେବେ ଶିବରାଜ

    Share on :
    ajab-Image
    Date: Aug 8, 2019    Views: 1373

    ଭୁବନେଶ୍ୱର:  ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ପରିପ୍ରେକ୍ଷୀରେ  ଓଡ଼ିଶା ଆସିବେ ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ ।  ଖାଲି ଓଡ଼ିଶା ଆସିବେ ନାହିଁ  ଓଡ଼ିଶାରୁ ସଦସ୍ୟ ମଧ୍ୟ ହେବେ ।  ଆସନ୍ତା ୧୦ ତାରିଖ ଦିନ ଶ୍ରୀ ଚୌହାନ ଓଡ଼ିଶା ଗସ୍ତରେ ଆସୁଛନ୍ତି ।  ଏହି ଅବସରରେ ଶ୍ରୀ ଚୌହାନ ଖୋର୍ଦ୍ଧାର ଏକ ବୁଥରୁ ସଦସ୍ୟ ହେବେ ବୋଲି ଓଡ଼ିଶା ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

    ଶ୍ରୀ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ପୁଣି ଥରେ ଓଡ଼ିଶାରୁ ସଦସ୍ୟ ହୋଇପାରନ୍ତି ।  ଅନ୍ୟପକ୍ଷରେ ଶିବରାଜ ସିଂ ଚୌହାନ  ଓଡ଼ିଶାରେ ୨ ଦିନ ରହି ସଭ୍ୟ ସଂଗ୍ରହ ଅଭିଯାନର ତଦାରଖ କରିବେ ।  ବର୍ତ୍ତମାନ ବିଜେପିର ୨୦ ଲକ୍ଷ ସଦସ୍ୟ ଥିବାବେଳେ ଏହାକୁ ୫୦ ଲକ୍ଷକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।  

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶିବରାଜ ସିଂ ଚୌହାନ ବିଜେବି ସଦସ୍ୟ ସଂଗ୍ରହ ଅଭିଯାନର ରାଷ୍ଟ୍ରୀୟ ପ୍ରଭାରୀ ଅଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook