Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କାନ୍ଥ ଭୁଶୁଡ଼ି ଶିଶୁପୁତ୍ର ମୃତ, ମା’ ଓ ଝିଅ ଗୁରୁତର

    Share on :
    Date: Aug 8, 2019    Views: 43

    ଅନୁଗୁଳ: ଲଗାଣ ବର୍ଷା​‌ ଯୋଗୁ ଅନୁଗୋଳ ଜିଲା କିଆକଟା ପଞ୍ଚାୟତର ହେଲେଇ ଗାଁରେ କାନ୍ଥ ଭୁଶୁଡ଼ି ଏକ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏଥିସହ ମା’ ଏବଂ ୩ ବର୍ଷର ଏକ ଝିଅ ଗୁରୁତର ଆହତ ହୋଇଛନ୍ତି। ବୁଧବାର ରାତିରେ ଏମାନେ ସମସ୍ତେ ଘରେ ଶୋଇଥିବାବେଳେ ଲଗାଣ ବର୍ଷାରେ ଦୁର୍ବଳ ହୋଇପଡ଼ିଥିବା କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ତଳେ ସମସ୍ତେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲା। ଆହତଦ୍ବୟ ବୌଦ୍ଧ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

    Read more

    କୂଅରେ ଖସିପଡ଼ି ଅଟୋ ଚାଳକ ମୃତ

    ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ସଜନାଗଡ଼ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୂଅରେ ଖସିପଡ଼ି ଜଣେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ସଜନାଗଡ଼ ଅଞ୍ଚଳର ଖାଳପାଳିଆଙ୍କ ପୁଅ ପ୍ରଭାସିଆ (୨୩) ନିଜ ଘର ବାଡ଼ିରେ ତିଆରି ...

    Read more

    କାନ୍ଥପଡ଼ି ବୃଦ୍ଧ ମୃତ

    ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଫଳରେ ଘରର କାନ୍ଥ ପଡି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।
    ସୂଚନାନୁସାରେ, ଗତ କିଛି ଦିନ ଧରି ଲଘୁଚାପ ଫଳରେ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି ...

    Read more

    ବିଦୁ୍ୟତ ଆଘାତରେ ୨ ମୃତ

    ବ୍ରହ୍ମପୁର: ୧୧ କେଭି ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତୁ୍ୟ ହୋଇଛି ।  ସଦର ଥାନା ଅଳକାପୁରୀ ଅଞ୍ଚଳରେ ଘର କାମବେଳେ ଏହି ଅଘଟଣ ଘଟିଛି । ଘର କାମ ଚାଲିଥିବାବେଳେ ରାଜମିସ୍ତ୍ରୀ ଓ ଘର ମାଲିକଙ୍କ ମୃତୁ୍ୟ ହୋଇଛି ।  ଘର ସେଣ୍ଟରିଂ ଭାଙ୍ଗିବା ବେଳେ ଉଭୟ ...

    Maximum 500 characters

    ଆଂଚଳିକ View all

    Find Us on Facebook