Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସବୁ ବସଷ୍ଟାଣ୍ଡରେ ମିଳିବ ୱାଇଫାଇ ସୁବିଧା

    Share on :
    ajab-Image
    Date: Aug 8, 2019    Views: 141

    ଭୁବନେଶ୍ୱର :  ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡରେ ମାଗଣାରେ ୱାଇଫାଇ ଯୋଗାଇବା ପାଇଁ ସରକାର ଯୋଜନା କରୁଛନ୍ତି । ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ବାଦାମବାଡ଼ି ପୁରୀ, ମାଳତୀପାଟପୁର ସମେତ ସମସ୍ତ ଜିଲ୍ଲାର ମୁଖ୍ୟାଳୟରେ ବସ୍ଷ୍ଟାଣ୍ଡ ଗୁଡ଼ିକରେ ମାଗଣା ୱାଇଫାଇ ସେବା ଆରମ୍ଭ ହେବ  । ସେହିପରି ଓଏସ୍ଆରଟିସି ମୁଖ୍ୟାଳୟ ଏବଂ ଜିଲ୍ଲା ପରିବହନ କାର୍ଯ୍ୟାଳୟଗୁଡ଼ିକରେ ବି ୱାଇଫାଇ ସେବା ଉପଲବ୍ଧ ହେବ ।

    ୱାଇଫାଇ ସେବା ତୁରନ୍ତ ଆରମ୍ଭ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆଜି ଏକ ବୈଠକ ଡକାଯାଇଛି । ପୂବତନ ରେଳପଥ କର୍ତ୍ତୃପକ୍ଷ କିପରି ରେଳଷ୍ଟେସନରେ ମାଗଣା ୱାଇଫାଇ ସେବା ଯୋଗାଉଛନ୍ତି । ସେ ନେଇ ଆଲୋଚନା କରିବାକୁ ରେଲଟେଲ୍ ନିଗମର ସହ ମହାପ୍ରବନ୍ଧକ, ବିଏସଏନଏଲର ମହାପ୍ରବନ୍ଧକ (ସିଏଫ୍ଏ)ଙ୍କୁ ଡକାଯାଇଛି ।
    ଯଦି ବିଏସଏନଏଲ ୱାଇଫାଇ ସେବା ଯୋଗାଇବାକୁ ରାଜି ହେବେ ଏ ନେଇ ତୁରନ୍ତ ପଦେକ୍ଷପ ନେବାକୁ କୁହାଯିବ । ନଚେତ୍ ବିଭିନ୍ନ ଘରୋଇ ଟେଲିକମ୍ ସଂସ୍ଥାଙ୍କୁ ଡାକି ୱାଇଫାଇ ସେବା ଯୋଗାଇବା ନେଇ ଆଲୋଚନା ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook