Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଅର୍ଥନୀତି

ମୁଖ୍ୟ ଖବର

    ରେପୋ ରେଟ ହ୍ରାସ କଲା ଆରବିଆଇ

    Share on :
    ajab-Image
    Date: Aug 7, 2019    Views: 215

    ନୂଆଦିଲ୍ଲୀ :  ଭାରତୀୟ ରିଜର୍ଭ ବ୍ୟାଙ୍କ ସାଧାରଣ ଲୋକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଆରବିଆଇ ମୌଦ୍ରିକ ନୀତି ସମିତିର ସମୀକ୍ଷା ବୈଠକରେ ଲଗାତର ଚତୁର୍ଥ ଥର ପାଇଁ ରେପୋ ରେଟକୁ ହ୍ରାସ କରାଯାଇଛି । ହ୍ରାସ ପାଇବା ପରେ ବର୍ତ୍ତମାନ ରେପୋ ରେଟ ୫.୪୦ ପ୍ରତିଶତ ରହିଛି । ନଅ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରେପୋ ରେଟ ଏତେ ମାତ୍ରାରେ ହ୍ରାସ ପାଇଛି । ଆରବିଆଇ ପକ୍ଷରୁ ରେପୋ ରେଟରେ ୩୫ ଆଧାରଅଙ୍କ ହ୍ରାସ କରାଯାଇଥିବା ବେଳେ କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋ ରେଟକୁ ୫.୧୫ ପ୍ରତିଶତ କରିଛି । 

    କେବଳ ସେତିକି ନୁହେଁ ରିଜର୍ଭ ବ୍ୟାଙ୍କ ଚାଲୁ ଅର୍ଥ ବ୍ୟବସ୍ଥା ପାଇଁ ଜିଡିପିର ଅନୁମାନ ସାତ ପ୍ରତିଶତରୁ ହ୍ରାସ ପାଇ ୬.୯ ପ୍ରତିଶତ କରାଯାଇଛି । 

    Maximum 500 characters

    ଅର୍ଥନୀତି View all

    Find Us on Facebook