Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚୌଦ୍ୱାର ଜେଲରେ ମନ୍ତ୍ରୀ

    Share on :
    Date: Aug 4, 2019    Views: 1383

    ଭୁବନେଶ୍ୱର: ଶୀର୍ଷକଟି ପଢିସାରିବା ପରେ କିଛି ଲୋକଙ୍କୁ ଏହା ପ୍ରଥମେ ଅବୁଝା ହେଉଥିବ ।  କେହି ଭାବୁଥିବେ କେଉଁ ମନ୍ତ୍ରୀ କଣ ଦୋଷ କଲେ ଯେ, ତାଙ୍କୁ ଚୌଦ୍ୱାର ଜେଲକୁ ଯିବାକୁ ପଡ଼ିଲା । ତେବେ ଏଠାରେ ଆମେ କହି ରଖିବାକୁ ଚାହୁଁଯେ, ଚୌଦ୍ୱାର ଜେଲକୁ ଜଣେ ମନ୍ତ୍ରୀ ଯାଇଛନ୍ତି ।  ତେବେ ସେ କିଛି ଦୋଷ କରିନାହାନ୍ତି । ସେ କେବଳ ପରିଦର୍ଶନରେ ଚୌଦ୍ୱାର ଜେଲ ଯାଇଛନ୍ତି । ସେ ହେଉଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।  ଆଜି ସେ ଅଚାନକ ଚୌଦ୍ୱାର ଜେଲ ପରିଦର୍ଶନ କରିଛନ୍ତି ।  ତାଙ୍କ ସହ ଏଜିଡି ମହେନ୍ଦ୍ର ପ୍ରତାପ ଓ ଡିଆଇଜି ଗୋପବନ୍ଧୁ ମଲ୍ଲିକ ମଧ୍ୟ ଉପସ୍ଥିତ ଅଛନ୍ତି ।  ଏହାଛଡ଼ା ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସମେତ  ୧୯ଟି ଜେଲର ଜେଲର ମଧ୍ୟ ଏହି ପରିଦର୍ଶନରେ ସାମିଲ ହୋଇଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook